fbpx

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଇସ୍ତଫା ଦେଇଛନ୍ତି । ଶନିବାର ଦିନ ରାଜ୍ୟପାଳଙ୍କୁ ଭେଟିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ଡେପୁଟି ସିଏମ୍ ନିତିନ୍ ପଟେଲ୍ ମିଶି ରାଜ୍ୟପାଳଙ୍କ ପାଖକୁ ଯାଇଥିଲେ । ସେ ପ୍ରାୟ ୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ । ତେବେ ତାଙ୍କ ପରେ ପରବର୍ତ୍ତୀ ମୁଖ୍ରମନ୍ତ୍ରୀ କିଏ ହେବେ ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । କିନ୍ତୁ କିଏ ହେବେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ ।

Get real time updates directly on you device, subscribe now.