fbpx

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୨ଟି ଗେଟ୍

ସମ୍ବଲପୁର,୨୨/୮(ଓଡିଶା ଭାସ୍କର) : ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଅଆଜି ଖୋଲାଯାଇଛି । ବର୍ତ୍ତମାନ ଜଳଭଣ୍ଡାରର ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୦୬ ଫୁଟ୍ ରହିଛି । ସେକେଣ୍ଡକୁ ୩ଲକ୍ଷ ୫୮୨ କ୍ୟୁସେକ ଜଳ ପ୍ରବେଶ କରୁଛି ।

Get real time updates directly on you device, subscribe now.