fbpx

ହକି: ଜାପାନକୁ ହରାଇଲା ଭାରତ

ଟୋକିଓ ଅଲିମ୍ପିକ୍: ପୁରୁଷ ହକିରେ ଭାରତର ଦମଦାର୍ ବିଜୟ ହାସଲ କରିଛି । ଆୟୋଜନ ଜାପାନ୍ କୁ ୫-୩ ଗୋଲ୍ ରେ ହରାଇଛି ଭାରତ । ଭାରତୀୟ ପୁରୁଷ ହକି ଟିମ୍ ଅଗଷ୍ଟ ୧ ତାରିଖରେ କ୍ୱାଟର୍ ଫାଇନାଲ୍ ଖେଳିବ । ଜାପାନ ଟିମ୍ ଆଗରେ ଭାରତୀୟ ଟିମ୍ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ । ସେପଟେ ଜାପାନର ୟାମା ଗୁଚିଙ୍କୁ ହରାଇଛନ୍ତି ପିଭି ସିନ୍ଧୁ । ସିଧାସଳଖ ୨ ସେଟ୍ରେ ପରାସ୍ତ କରି କ୍ୱାର୍ଟରରୁ ସେମିରେ ପ୍ରବେଶ କରିଛନ୍ତି ବ୍ୟାଡମିଣ୍ଟନ ତାରକା ସିନ୍ଧୁ । ଏହାରି ଫଳରେ ଆଉ ଏକ ପଦକ ପାଇଁ ଦାବିଦାର ହୋଇପାରିଛି ଭାରତ ।

Get real time updates directly on you device, subscribe now.