fbpx

ଟିକଟକ୍ ଷ୍ଟାର ନିଶା ଗୁରଗେନଙ୍କ ହଟ୍ ଅବତାର, ଦେଖନ୍ତୁ ଫଟୋ

ମୁମ୍ବାଇ,୧୬ା୪ (ଓଡିଶା ଭାସ୍କର) : ଟିକଟକ୍ ଷ୍ଟାର ନିଶା ଗୁରଗେନଙ୍କୁ ତ ଆପଣ ମାନେ ଜାଣିଥିବେ । ନିଜର ହଟନେସ୍ ଏବଂ ଷ୍ଟାଇଲିସ୍ ଲୁକ୍ ରେ ଇନଟରନେଟ୍ ୟୁଜର୍ ଙ୍କୁ ପାଗଳ କରୁଛନ୍ତି ।

ନିଶା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ଥାଆନ୍ତି । ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀ ୪ ଲକ୍ଷରୁ ଅଧିକ ।

ଟିକଟକ୍ ଭାରତରେ ଚାଲିିଥିବା ବେଳେ ତାଙ୍କର ଖୁବ୍ ସୁନ୍ଦର ସୁନ୍ଦର ଭିଡିଓ ଲୋକଙ୍କୁ ମନୋରଞ୍ଜନ କରୁଥିଲା ।

ସେ ଶାଢ଼ୀ ହଉକି ୱାନ୍ ପିସ୍ ସବୁଥିରେ ପିକଚର୍ ପରଫେକ୍ଟ ନଜର ଆସନ୍ତି ନିଶା ।

ହେଲେ ଟିକଟକ୍ ଭାରତରେ ବ୍ୟାନ ହେବାପରେ ସେ ଏବେ ଇନଷ୍ଟ୍ରାଗ୍ରାମ ରିଲସ୍ ରେ ଲୋକଙ୍କ ହୋସ୍ ଉଡାଉଛନ୍ତି । ଲଗାତର ତାଙ୍କର ରିଲସ୍ ଭିଡିଓ କୁ ଢ଼େର୍ ଲାଇକ୍ ମିଳୁଛି ଏବଂ ୟୁଜର୍ ମାନେ ସେୟାର ମଧ୍ୟ କରୁଛନ୍ତି ।

ତେବେ ଖାଲି ରିଲସ୍ ନୁହେଁ ତାଙ୍କର ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସିଛନ୍ତି ନିଶା । ଆଉ ସେସବୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।


ସମର୍ ସିଜନ୍ ରେ ତାଙ୍କ ଫଟୋ ସବୁ ସୋସିଆଲ ମିଡିଆରେ ନିଆଁ ଲଗାଉଛି । ତାଙ୍କ ହଟନେସ୍ ଆଉ କ୍ୟୁଟନେସ୍ ଲୋକଙ୍କୁ ଆଟ୍ରାକ୍ଟ କରୁଛି ।

ରାମାଜାନ୍ ରେ ତାଙ୍କର ଏକ ମ୍ୟୁଜିକ୍ ଭିଡିଓ ଆସିଥିଲା । ତାକୁ ଅନେକ ଲୋକ ପସନ୍ଦ କରିଥିଲେ ।

ଟିକଟକ୍ ବ୍ୟାନ ହେବା ପୁର୍ବରୁ ତାଙ୍କର ଏକ ସନ୍ଦେହଜନକ ଏମଏମଏସ୍ କ୍ଲିପ୍ ଭାଇରାଲ୍ ହେଉଥିଲା । ସେଥିରେ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ନଜର ଆସିଥିଲେ । ହେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ହେଲେ ସେ ଭିଡିଓକୁ ନେଇ ବହୁତ ଟ୍ରୋଲ ହୋଇଥିଲେ ।

Get real time updates directly on you device, subscribe now.