fbpx

ବିଧାନସଭା ଗେଟ ଆଗରେ ହାଇଡ୍ରାମା: ମା’ ବେକରେ ଛୁରି ଲଗାଇଲା ପୁଅ

ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର)(SR): ବିଧାନସଭା ଗେଟ ସମ୍ମୁଖରେ ଛୁରାମାଡ ହୋଇଥିବା ସୂଚନା ମିଳିଛି । ମା’ ବେକରେ ଛୁରି ଆତ୍ମହତ୍ୟାର ଧମକ ଦେଇଛି ପୁଅ । ଉତ୍ତେଜନା ପରେ ଉଭୟ ମା ଓ ପୁଅକୁ ଉଠାଇ ନେଇଛି ପୋଲିସ । ଘରୋଇ କଳହ ପରେ ଛୁରି ଲଗାଇ ଆତ୍ମହତ୍ୟା ଧମକ ଦେଇଥିବା ସୂଚନା ମିଳିଛି । ସେ ଏହା ପୁର୍ବରୁ ନିଜ ବେକରେ ବ୍ଲେଡ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ଜଣାପଡିଛି । ବିଧାନସଭା ଚାଲିଥିବା ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.