ସରକାରଙ୍କ ନୂଆ ପ୍ରୟାସ: ସପ୍ତାହେ ସ୍କୁଲରେ ପିଲା ଅନୁପସ୍ଥିତି ରହିଲେ ଘରକୁ ଯିବେ ଶିକ୍ଷକ, ସମସ୍ତ DEO ଓ BEOଙ୍କୁ ଗଣଶିକ୍ଷା ବିଭାଗର ଚିଠି

ଲଗାତର 7 ଦିନ ସ୍କୁଲକୁ ନଗଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ । ନୂଆ ନିୟମ ଆରମ୍ଭ କଲେ ସରକାର ।

ଭୁବନେଶ୍ବର: ଡ୍ରପଆଫଟ୍ ଦୂର କରିବାକୁ ସରକାରଙ୍କ ନୂଆ ପ୍ରୟାସ । ଏଥର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ସ୍କୁଲ କର୍ତ୍ତୁପକ୍ଷ ।

ସପ୍ତାହେ ଅର୍ଥାତ 7 ଦିନ ପିଲା ସ୍କୁଲରେ ଅନୁପସ୍ଥିତି ରହିଲେ ଘରକୁ ଯିବେ  ଶିକ୍ଷକ । କାହିଁକି ଅନୁପସ୍ଥିତି ରହିଲେ ବୁଝିବେ ସ୍କୁଲ କର୍ତ୍ତୃପକ୍ଷ ।

ଏନେଇ ସମସ୍ତ DEO ଓ BEO ଙ୍କୁ ଚିଠି ଲେଖିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ।