fbpx

ଅଧିକ ପାଣି ପିଇବା ବି ହୋଇପାରେ ଘାତକ !

ଶରୀର ପାଇଁ ଜଳ ନିହାତି ଆବଶ୍ୟକ। ହେଲେ କ’ଣ ଆପଣ ଜାଣନ୍ତି, ଆବଶ୍ୟକଠାରୁ ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତଏବେ ଆସନ୍ତୁ ଜାଣିବା ଅଧିକ ପାଣି ପିଇବା ଦ୍ଵାରା କଣ କ୍ଷତି ହୋଇପାରେ..

୧- ଯେତେବେଳେ ବଦହଜମି ହୋଇଥାଏ ଲୋକମାନେ ଆବଶ୍ୟକତାଠାରୁ ଅଧିକ ପାଣି ପିଇଥାନ୍ତି । ଯାହାଫଳରେ ମୁଣ୍ଡବିନ୍ଧା, ବାନ୍ତିର ଶିକାର ହୋଇଥାନ୍ତି ।

୨- ଅଧିକ ପାଣି ପିଇବା ଦ୍ୱାରା ଆମ ରକ୍ତରେ ଥିବା ଲବଣାଂଶ କମିଯାଇଥାଏ।

୩ – ସବୁଠୁ ଜରୁରୀ କଥା ହେଲା ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ । ପାଣି ପିଇବା ଦ୍ୱାରା ହଜମ ଠିକ୍ ସେ ହୋଇପାରି ନ ଥାଏ । ହଜମ ନହେଲେ ପେଟ ଜନିତ ସମସ୍ୟା ଉପୁଜିଥାଏ । ଖାଇବାର ୧୫ମିନିଟ ପରେ ପାଣି ପିଅନ୍ତୁ ।

୪ – ଯେତେବେଳେ କମ ସମୟ ବ୍ୟବଧାନରେରେ ଜଣେ ବ୍ୟକ୍ତି ଅଧିକରୁ ଅଧିକ ପାଣି ପିଇଥାଏ ସେତେବେଳେ କିଡ଼ନୀ ଉପରେ ପ୍ରଭାବ ପଡ଼ିଥାଏ ।

Get real time updates directly on you device, subscribe now.