fbpx

ହାଇ ଜମ୍ପରେ ଭାରତ ହାସଲ କଲା ରୌପ୍ୟ

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ ରେ ଭାରତ ରୌପ୍ୟ ପଦକ ହାସଲ କରିଛି । ହାଇ ଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି । ପାରାଅଲିମ୍ପିକ୍ ରେ ଭାରତର ପଦକ ସଂଖ୍ୟା ୨ରୁ ବୃଦ୍ଧି ପାଇଛି । ନିଷାଦ ହାଇ ଜମ୍ପରେ ୨.୦୬ ମିଟର୍ ଡେଇଁଥିଲେ ଏବଂ ରୌପ୍ୟ ପଦକ ନିଶ୍ଚିତ କରିଥିଲେ । ଆଉ ଏଥିସହିତ ସେ ଏକ ନୁତନ ରେକର୍ଡ ସୃଷ୍ଟି କରିଥିଲେ । ସକାଳେ ଟେବୁଲ୍ ଟେନିସ୍ ରେ ଭାବିନା ପଟେଲ୍ ରୌପ୍ୟ ଜିତିଥିଲେ ।

Get real time updates directly on you device, subscribe now.