fbpx

ଭାଙ୍ଗିଲା ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ ବନ୍ଧ

ଧର୍ମଗଡ଼(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହେଉଥିବା ବେଳେ ଭାଙ୍ଗିଯାଇଛି ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ ବନ୍ଧ । ଧର୍ମଗଡ଼ର କୋକସରା ବ୍ଲକ ମାଝିଗୁଡ଼ା ନିକଟରେ ୧୦ ଫୁଟର ଘାଇ ହୋଇଛି । ମେଗା ଲିପ୍ଟ କାର୍ଯ୍ୟକାରୀ ହେବାର ୧ମ ବର୍ଷ ଜଳ ନିଷ୍କାସନ ବେଳେ ଘଟିଛି ଏହି ଅଘଟଣ । ନିମ୍ନମାନର କାମ ଓ ମାତ୍ରାଧିକ ଜଳସ୍ରୋତ ଯୋଗୁଁ କେନାଲ ଭାଙ୍ଗିଯାଇଥିବା ସନ୍ଦେହ କରାଯାଉଛି । କେନାଲ ଭାଙ୍ଗିବା ଫଳରେ ଶହ ଶହ ଏକର ଧାନ ଜଳାର୍ଣ୍ଣବ ହୋଇଛି । ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ ବନ୍ଧ ଭାଙ୍ଗିବା ଫଳରେ ବ୍ୟାପକ କ୍ଷତି ହେବା ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.