fbpx

ଅସହାୟ ପାଇବେ ରାଜଉଆସ ସୁଖ, ସମ୍ବଲପୁରରେ ସମନ୍ୱିତ ଭିତିଭୂମି କମ୍ପ୍ଲେକ୍ସ ଉଦଘାଟନ

ଆଉ ରାସ୍ତାରେ ବୁଲିବେନି ବୁଲା ଭିକ୍ଷୁକ, ଏଥର ସ୍ୱାଭିମାନେ ରହିବେ ଆଉ କର୍ମକ୍ଷମ ହେବେ । ରାଜ୍ୟରେ ପ୍ରଥମଥର ପାଇଁ ସମ୍ବଲପୁର ଜିଲ୍ଲାରେ ଏବେ ଅସହାୟ ତଥା ଭିକ୍ଷୁକ ପାଇବେ ରାଜଉଆସ ସୁଖ । ଏନେଇ ସମ୍ବଲପୁର ଜିଲ୍ଲାରେ ପ୍ରଥମଥର ପାଇଁ ଅସହାୟ ତଥା ଭିକ୍ଷୁକମାନଙ୍କୁ ଥଇଥାନ କରିବା ପାଇଁ ଉଦଘାଟିତ ହୋଇଯାଇଛି ସମନ୍ୱିତ ଭିତିଭୂମି କମ୍ପ୍ଲେକ୍ସ  ।

ସମ୍ବଲପୁର ମହାନଗର  ନିଗମ ଅନ୍ତର୍ଗତ ବୈଜାମୁଣ୍ଡା ଗ୍ରାମରେ ୨୫ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି  ସମନ୍ୱିତ ଭିତିଭୂମି କମ୍ପ୍ଲେକ୍ସ  । ଯେଉଁଠି ନିରାଶ୍ରୟ ଜୀବନ ବିତାଉଥିବା ଅସହାୟ ଓ ଭିକ୍ଷୁକମାନଙ୍କୁ ଥଇଥାନ କରାଯିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯିବା ଲକ୍ଷ ନେଇ ଏହା  ଆରମ୍ଭ କରାଯାଇଛି ।  ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.