fbpx

ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଛନ୍ତି ନବଜୋତ୍ ସିଦ୍ଧୁଙ୍କ ଝିଅ

ନୂଆଦିଲ୍ଲୀ: ପୁର୍ବତନ କ୍ରିକେଟର୍ ତଥା କଂଗ୍ରେସ ନେତା ନବଜୋତ୍ ସିଂ ସିଦ୍ଧୁଙ୍କ ଝିଅ ରାବିୟା ଇଣ୍ଟରନେଟ୍ ରେ ନିଜ ହଟ୍ ଅନ୍ଦାଜରେ ଲୋକଙ୍କ ହୋସ୍ ଉଡାଉଛନ୍ତି । ସିଦ୍ଧୁଙ୍କ ଝିଅ ଦେଖିବାକୁ ଯେତିକି ଫ୍ୟାଶନେବଲ୍ ସେତିକି ଷ୍ଟାଇଲିସ୍ ମଧ୍ୟ । ପ୍ରାୟତଃ ସେ ନିଜର ଗର୍ଜିୟସ୍ ଅନ୍ଦାଜ୍ ପାଇଁ ଚର୍ଚ୍ଚାରେ ଥାନ୍ତି । ରାବିୟାଙ୍କ ଷ୍ଟନିଂ ଅନ୍ଦାଜ୍ ବଲିଉଡ୍ ଅଭିନେତ୍ରୀଙ୍କୁ ମଧ୍ୟ ଟକ୍କର ଦେଇପାରେ ।

ରାବିୟାଙ୍କ ଫ୍ୟାଶସ୍ ପ୍ରତି ବେଶ୍ ରୁଚି ରହିଛି । ସେ ଫ୍ୟାଶନ୍ ଆଣ୍ଡ ଡିଜାଇନରେ ମାଷ୍ଟରୀ କରିଛନ୍ତି । ନିଜ ଲୁକ୍ କୁ ନେଇ ସେ ସବୁବେଳେ ଏକ୍ସପେରିମେଣ୍ଟ କରନ୍ତି । ରାବିୟାଙ୍କ ଫଟୋସୁଟ୍ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସେ । ଆଉ ତାଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିବା ସହିତ ଲଗାତର ଭାବରେ ସେ ନିଜ ଫଟୋ ଏବଂ ପରିବାରର ସଦସ୍ୟଙ୍କ ସହ ଫଟୋ ଇନଷ୍ଟାଗ୍ରାମରେ ଅପଲୋଡ୍ କରନ୍ତି ।

ତେବେ ନବଜୋତ୍ ସିଂ ସିଦ୍ଧୁଙ୍କ ସହ ସେ କପିଲ ଶର୍ମା ଶୋ’ କୁ ମଧ୍ୟ ଆସି ସାରିଛନ୍ତି । ସେ ଇଣ୍ଡିଆନ୍ ଓ ୱେଷ୍ଟର୍ଣ୍ଣ ସବୁରେ ସେ ବେଶ୍ ଷ୍ଟନିଂ ଲାଗନ୍ତି ।

 

Get real time updates directly on you device, subscribe now.