fbpx

ଆନ୍ତରାଜ୍ୟ ବସ ଚଳାଚଳ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ତରାଜ୍ୟ ବସ ଚଳାଚଳକୁ ଅନୁମତି ଦେଲେ ରାଜ୍ୟ ସରକାର । ଆଜିଠୁ ଅନ୍ୟ ରାଜ୍ୟକୁ ଚାଲିପାରିବ ବସ । ପୂର୍ଣ୍ଣ କ୍ଷମତା ସହ ଅନ୍ୟ ରାଜ୍ୟକୁ ଚାଲିପାରିବ ବସ । ଉଭୟ ରାଜ୍ୟ ଓ ବସ କର୍ମଚାରୀ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ ।

ସଂପ୍ରତି କୋଭିଡ ମହାମାରୀର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନ୍ୟ ରାଜ୍ୟକୁ ବସ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

Get real time updates directly on you device, subscribe now.