fbpx

ସୋମବାରଠାରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ସୋମବାରଠାରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ । କେବଳ ଶେଷ ବର୍ଷର ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପାଠ ପଢ଼ିବେ । ସବୁ ଆଇଟିଆଇ ଓ ପଲିଟେକନିକ୍ ଅନୁଷ୍ଠାନ ମଧ୍ୟ ସୋମବାଠାରୁ ଖୋଲିବ । ଯଦି କୌଣସି ଅନୁଷ୍ଠାନ କୋଭିଡ୍ ନିୟମ ନମାନନ୍ତି ତେବେ ଶିକ୍ଷାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ କଡ଼ା ଚେତାବନୀ ଦେଇଛନ୍ତି ଶିକ୍ଷା ମନ୍ତ୍ରୀ ପେମାନନ୍ଦ ନାୟକ ।

 

Get real time updates directly on you device, subscribe now.