fbpx

ସ୍ଥଗିତ ହେଲା JEE ମେନ୍ ପରୀକ୍ଷା

ଭୁବନେଶ୍ୱର ୧୮ ।୪ (ଓଡିଶା ଭାସ୍କର) : ସ୍ଥଗିତ ହେଲା JEE ମେନ୍ ପରୀକ୍ଷା । ଆସନ୍ତା ଏପ୍ରିଲରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା JEE ମେନ୍ ସ୍ଥଗିତ କରାଯାଇଛି । ଚଳିତ ମାସ ୨୭,୨୮ ଏବଂ ୩୦ ତାରିଖରେ ହେବାକୁ ଥିଲା ପରୀକ୍ଷା । କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ରଖିଲା NTA । ପରୀକ୍ଷାର ୧୫ ଦିନ ଆଗରୁ ଘୋଷଣା ହେବା ପରୀକ୍ଷାର ପରବର୍ତ୍ତି ତାରିଖ ।

Get real time updates directly on you device, subscribe now.