fbpx

ଓଡିଶା ଆସିବେ ଜେ.ପି ନଡ୍ଡା

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର):ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡିଶା ଆସିପାରନ୍ତି । ଡିସେମ୍ବର କିମ୍ବା ଜାନୁଆରୀରେ ଜେ ପି ନଡ୍ଡା ଓଡିଶା ଆସିବା ନେଇ ସୂଚନା ମିଳିଛି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ଓଡିଶା ଗସ୍ତରେ ଆସି ସଙ୍ଗଠନ, ମିଶନ-୧୨୯, ଡବଲ ଇଞ୍ଜିନକୁ ନେଇ ଆଲୋଚନା ସହ ରାଜ୍ୟରେ ବିଜେପିର ସ୍ଥିତି ସୃଦୃଢ ପାଇଁ ଆଲୋଚନା କରିବେ ବିଜେପି ଅଧ୍ୟକ୍ଷ । ଏହା ସହ ବିଜେପିର ବରିଷ୍ଠ ପଦାଧିକାରୀଙ୍କ ସହ ସମୀକ୍ଷା କରିବେ ନଡ୍ଡା ।

Get real time updates directly on you device, subscribe now.