fbpx

ଜାଣନ୍ତି କି ’କ୍ୟାପ୍ଟେନ୍‌ ଇଣ୍ଡିଆ’ ସମ୍ପର୍କରେ, ତେବେ ପଢ଼ନ୍ତୁ…

ମୁମ୍ବାଇ: ଆସୁଛି ’କ୍ୟାପ୍ଟେନ୍‌ ଇଣ୍ଡିଆ’। କମାଲ୍‌ କରିବେ କାର୍ତ୍ତିକ। ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ହାନସଲ ମେହେଟ୍ଟା, ରୋନି ସ୍କ୍ରୁଭାଲା ହରମାନ ବାୱେଜାଙ୍କ ଦ୍ୱାରା ନିର୍ମିତକ୍ୟାପ୍ଟେନ ଇଣ୍ଡିଆଖୁବ୍‌ଶୀଘ୍ର ମୁକ୍ତିଲାଭ କରିବ।

ସୂଚନା ଅନୁସାରେ ଏହି ମୁଭି ଖୁବ୍‌ ପସନ୍ଦ ଆସିବ ଲୋକଙ୍କୁ। ଆକ୍ସନ୍ ଓ ଡ୍ରାମାରେ ଭରପୂର ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍ ମୁଖ୍ୟ ଭୂମିକାରେ ଦେଖାଦେବେ କାର୍ତ୍ତିକ ଜଣେ ପାଇଲଟ୍ଙ୍କ ଭୂମିକାରେ ନଜର ଆସିବେଏହି କାହାଣୀ ଭାରତର ସବୁଠୁ ବଡ଼ ତଥା ସଫଳ ଉଦ୍ଧାର କାର୍ଯ୍ୟକୁ ନେଇ ଆଧାରିତ। ଫିଲ୍ମରେ କାର୍ତ୍ତିକ୍ଙ୍କ ପ୍ରଥମ ଲୁକ୍ପ୍ରକାଶ ପାଇଥିବାବେଳେ ସେ ପାଇଲଟ୍‌ ପୋଷାକରେ ଅଛନ୍ତି।

Kartik In Captain India Film

Get real time updates directly on you device, subscribe now.