fbpx

‘ଖୁସି’ ସୋସିଆଲ୍ ମିଡିଆରେ… Bold Look ରେ ହଇଚଇ କରୁଛନ୍ତି ଶ୍ରୀଦେବୀଙ୍କ ଝିଅ

ଓଡ଼ିଶା ଭାସ୍କର ବ୍ୟୁରୋ: ଫିଲ୍ମରୁ ରହିଛନ୍ତି ଦୂରରେ । କିନ୍ତୁ ଇଣ୍ଟରନେଟ୍ରେ ସୃଷ୍ଟି କରୁଛନ୍ତି ଝଡ଼ । ସୋସିଆଲ୍ ମିଡିଆରେ ପୂରା ଆକ୍ଟିଭ୍ ରହୁଛନ୍ତି । ଏବେ ତାଙ୍କର ବାଇଗଣୀ କଲର୍ ବିକିନି ଓ ଶ୍ରଗ୍ ରୂପ ଦେଖି ୟୁଜର୍ସ ଦିବାନା ହୋଇଯାଉଛନ୍ତି । ସେ ହେଉଛନ୍ତି ଖୁସି… ଖୁସି କପୁର୍ ।

Khusi Kapoor Hot

ବୋଲ୍ଡ ଆଉ ହଟ୍ ଫଟୋ ସେଆର୍ କରି ପ୍ରଶଂସକଙ୍କ ନିଦ ଉଡ଼ାଉଥିବା ଖୁସିଙ୍କ ଲାଟେଷ୍ଟ ଫଟୋ ସୋସିଆଲ୍ ମିଡିଆରେ ନିଆଁ ଲଗାଇ ଦେଇଛି । ଫ୍ୟାନ୍ସ ମାନେ ତାଙ୍କୁ ଖୁବ୍ ପ୍ରଶଂସା କରିବା ସହ ଜବରଦସ୍ତ ଲାଇକ୍ ଓ କମେଣ୍ଟ ଦେଉଛନ୍ତି । ଆଉ ଖୁସି ଫଟୋ ସେଆର୍ କରି କ୍ୟାପ୍ସନ୍ରେ ଲେଖିଛନ୍ତି- ପୁଲ୍ ଡେ । ବିକିନିକୁ ମ୍ୟାଚ୍ କରିବା ଭଳି ଶ୍ରଗ୍ ସହ ଏକଦମ୍ ସେକ୍ସୀ ଲୁକ୍ରେ ଖୁସି ଖୁବ୍ ଖୁସି ଦେଖାଯାଉଛନ୍ତି ।

janhvi-kapoor-hot
(Khusi’s Sister Janhvi-Kapoor)

 

 

 

 

 

 

 

 

 

 

 

 

 

 

 

 

 

 

 

ଖୁସି ହେଉଛନ୍ତି ଖ୍ୟାତନାମା ଫିଲ୍ମ ନିର୍ମାତା ବୋନି କପୁର୍ ଓ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ । ଖୁସିଙ୍କ ଭଉଣୀ ତଥା ଅଭିନେତ୍ରୀ ଜାହ୍ନବୀ ଚଳଚ୍ଚିତ୍ରରେ ଏଣ୍ଟ୍ରି କରିସାରିଲେଣି । ‘ଧଡ଼କ’ ଓ ‘ରୁହି’ ଭଳି ଫିଲ୍ମରେ ସେ ନିଜ ଦକ୍ଷତା ଦେଖାଇ ସାରିଲେଣି । ଖୁସି କିନ୍ତୁ ନିୟୁର୍କ ଫିଲ୍ମ ଏକାଡେମିରେ ତାଲିମ୍ ନେଇ ବଲିଉଡ୍ ଏଣ୍ଟ୍ରି ପାଇଁ ପ୍ରସ୍ତୁତ ହେଉଛନ୍ତି ।

Get real time updates directly on you device, subscribe now.