fbpx

ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ରାଜ୍ୟରେ ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଅନେକ କଟକଣା କୋହଳ ହେବା ପରେ ଆଜିଠାରୁ ଖୋଲିଯାଇଛି କୋଣାର୍କର ଐତିହାସିକ ସୂର୍ଯ୍ୟ ମନ୍ଦିର । ସ୍ୱତନ୍ତ୍ର ଏସଓପିରେ ପର୍ଯ୍ୟଟକଙ୍କୁ ମନ୍ଦିର ପ୍ରବେଶର ଅନୁମତି ରହିଛି । ଦୈନିକ ୨ ହଜାର ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ଦର୍ଶନ କରିପାରିବେ । ପର୍ଯ୍ୟଟକଙ୍କ ମନ୍ଦିର ପ୍ରବେଶ ପାଇଁ ଅନଲାଇନରେ ଟିକେଟ ବ୍ୟବସ୍ଥା ହୋଇଛି ।

Get real time updates directly on you device, subscribe now.