fbpx

୨୫ଟଙ୍କାରେ ମିଳୁଛି LED ଲ୍ୟାମ୍ପ, ଏହାକୁ କିଣିବା ପାଇଁ ଗ୍ରାହକଙ୍କ ଭିଡ ଜମିଛି

ନୂଆଦିଲ୍ଲୀ: ଆପଣ ଯଦି କେବେ LED ଲାଇଟ କିଣନ୍ତି ତେବେ ଏହା ମୂଲ୍ୟ ୧୦୦୦ ଟଙ୍କାରୁ ୨୦୦୦ ଟଙ୍କା ହୋଇଥାଏ । ହେଲେ ଆମେ ଆପଣଙ୍କୁ ଆଜି ଏମିତି ଏକ ଏଲଡି ଲାଇଟ କଥା କହିବୁ ଯାହାର ଦାମ ରହିଛି ୨୫ଟଙ୍କା । ଆପଣଙ୍କୁ LED ଲାଇଟ କିଣିବା ପାଇଁ ଏତେ ଟଙ୍କା ଦେବା ପାଇଁ ପଡିବ ନାହିଁ । ଏହି ନାଇଟ ଲ୍ୟାମ୍ଫକୁ ଆପଣ ଘରେ ବ୍ୟବହାର କରିପାରିବେ । ଏହାସହ ଲାଇଟର ପ୍ରାଇସ ପୁରା କମ ଅଛି ଯାହା ଫଳରେ ଗ୍ରାହକ ମାନେ ଲମ୍ବା ଲାଇନ ଲଗାଇଛନ୍ତି ଏହାକୁ କିଣିବା ଲାଗି ।

ଯେଉଁ ଲାଇଟର କଥା କହୁଛୁ ତା ନାଁ ହେଉଛି DASITON Plug in LED Night Light Mini USB LED Light । ଏହା ଆପଣ ସିଧା ଆମାଜନରୁ କିଣିପାରିବେ । ଏହି ଲ୍ୟାମ୍ପଟି ଏତେ ପରିମାଣରେ ଉଜ୍ୱଳତା ଦେଉଛି ଯାହା ଏକ ଘରକୁ ଯେତିକି ଲାଇଟ ଦରକାର ସେତିକି ଲାଇଟ ଯୋଗାଉଛି । ଏହା ଏକ ସାଧାରଣ ଲାଇଟ ନୁହେଁ ଏହା ୟୁଏସବି ଏଲଇଡି ନାଇଟ ଲ୍ୟାମ୍ପ ଅଟେ । ଏହାକୁ ଆପଣ ସ୍ମାର୍ଟଫୋନ ଚାର୍ଜରରେ ଚାର୍ଜ କରିପାରିବେ । ବଡ ଲ୍ୟାମ୍ପ ତୁଳନାରେ ଏହା ଅଧିକ ଲାଇଟ ଯୋଗାଉଛି ।

କହିବାକୁ ଗଲେ ଏହି ଲାଇଟ ଟି ଆକାରରେ ବହୁତ ଛୋଟ । ଏବଂ ଏହା ଖରାପ ହେବାର ଚାନ୍ସ ବହୁତ କମ ରହିଛି । ଏହାକୁ ଆପଣ ସିଙ୍ଗଲ କିଣି ପାରିବେ ନାହିଁ, ଏହାକୁ କିଣିବାକୁ ହେଲେ ଆପଣଙ୍କୁ ୪ଟି ଲାଇଟ କିଣିବାକୁ ପଡିବ ଯାହାର ଦାମ ହେଉଛି ୯୪ଟଙ୍କା । ପ୍ରତିଟି ଲାଇଟର ଦାମ ୨୫ଟଙ୍କାରୁ ବି କମ ପଡୁଛି । ଏହାର ବ୍ରାଇଟନେସ ଅଧିକ ରହୁଛି ଏବଂ ଦାମ ମଧ୍ୟ ଅଳ୍ପ ରହୁଛି ତେବେ ଆମାଜନରେ ଏହାର ସେଲ ଅଧିକ ରହିଛି । ଗ୍ରାହକ ମାନେ ଏହାକୁ କିଣି ଭଲ ରିଭ୍ୟୁ ମଧ୍ୟ ଦେଉଛନ୍ତି ।

Get real time updates directly on you device, subscribe now.