fbpx

କେଉଁ ଅଙ୍ଗରେ ଝିଟିପିଟି ପଡିଲେ କଣ ମିଳିଥାଏ ସଙ୍କେତ ? ଜାଣନ୍ତୁ

ଝିଟିପିଟି କାହା ଘରେ ବ ନଥାଏ। କିନ୍ତୁ ଏହାକୁ ଅନେକ ଶୁଭ ତ ଆଉ କେତେକ ଏହାକୁ ଅଶୁଭ ବୋଲି ବିବେଚନା କରିଥାନ୍ତି। ତେବେ ଆମେ ଜାଣିବା ଝିଟିପିଟି ଆମର କେଉଁ ଅଙ୍ଗରେ ପଡିଲେ ଶୁଭଫଳ ଦେଇଥାଏ ଓ କେଉଁ ଅଙ୍ଗରେ ପଡିଲେ ଅଶୁଭ ଫଳ ଦେଇଥାଏ…

-ଝିଟିପିଟି ମୁଣ୍ଡରେ ପଡିଲେ ରାଜ୍ୟତୁଲ୍ୟ ସୁଖଲାଭ ହୋଇଥାଏ।

– ଝିଟିପିଟି କାନରେ ପଡିଲେ ଅଳଙ୍କାର ଆଦି ଲାଭ ହୋଇଥାଏ।

– ଛାଡି ପଞ୍ଜରାରେ ଓ ଆଖି ଉପରେ ଝିଟିପିଟି ପଡିଲେ ବନ୍ଧୁ ମିଳନର ସୁଯୋଗ ମିଳେ।

– ନାକ ଉପରେ ଝିଟିପିଟି ପଡିଲେ ସୁଗନ୍ଧିତ ଦ୍ରବ୍ୟ ଲାଭ ହୁଏ।

– ବାମ ବା ଡାହାଣ ବାହୁରେ ଝିଟିପିଟି ପଡିଲେ ମାନସିକ ଆନନ୍ଦଲାଭ ହୁଏ।

– ଅଣ୍ଟାରେ ଝିଟିପିଟି ପଡିଲେ ନୂଆ ବସ୍ତ୍ର ଲାଭ ହୁଏ।

– ହାତରେ ଝିଟିପିଟି ପଡିଲେ ଅର୍ଥଲାଭ ହୋଇଥାଏ।

– ପିଠିରେ ଝିଟିପିଟି ପଡିଲେ ଭୂ-ସମ୍ପତ୍ତି ଲାଭ ହୁଏ।

Get real time updates directly on you device, subscribe now.