fbpx

ଏହି ରାଜ୍ୟରେ ବଢିଲା ଲକଡାଉନ ଅବଧି

ପାଟଣା, ୧୩/୫: ଦେଶରେ ଜାରି କରୋନାର ଦ୍ୱିତୀୟ ଲହରୀ । ଯାହାଯୋଗୁଁ ଅସ୍ତ ବ୍ୟସ୍ତ ହୋଇପଡିଛି ଜନ ଜୀବନ । ବଭିନ୍ନ ରାଜ୍ୟରେ ଏହାକୁ ରୋକିବା ପାଇଁ ଲକଡାଉନ ଭଳି ଶକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର ।

ତେବେ ଆଜି ବିହାର ସରକାର ରାଜ୍ୟରେ ଜାରି ହୋଇଥିବା ଲକଡାଉନ ଅବଧିକୁ ବଢାଇଛନ୍ତି  । ମେ’ ୨୫ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଜି ସକାଳେ ମହାରାଷ୍ଟ୍ର ସରକାର ଲକଡାଉନ ବୃଦ୍ଧି ଘୋଷଣା କରିଥିଲେ । ମହାରାଷ୍ଟ୍ରରେ ଜୁନ ୧ ପର୍ଯ୍ୟନ୍ତ ଲକଡାଉନ ବଢାଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

Get real time updates directly on you device, subscribe now.