fbpx

ଅନୁମତି ପତ୍ର ନଥିଲେ ଅଫିସ୍ ମନା

ଭୁବନେଶ୍ୱର,୧୮ ।୭(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ରାଜ୍ୟର ୪ଟି ଜିଲ୍ଲା ସମେତ ରାଉରକେଲା ସହରରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ଲାଗୁ ହୋଇଛି । କିନ୍ତୁ କୋଭିଡ ନିୟମ ମାନୁ ନାହାନ୍ତି ବ୍ୟାଙ୍କ, ଆଇଟି ଓ ଇନସୁରାନ୍ସ କମ୍ପାନୀ । କମ୍ପାନୀ ବର୍ତ୍ତମାନ ସୁଦ୍ଧା କର୍ମଚାରୀଙ୍କ ତାଲିକା ଦେଇ ନଥିବା ବେଳେ ଅଧିକାଂଶ ଲୋକେ କମ୍ପାନୀ ନାଁରେ ଯାତାୟତ କରିବାରେ ଲାଗିଛନ୍ତି ।

ଏନେଇ ସୋମବାର ସୁଦ୍ଧା ତାଲିକା ଦେଖାଇ ନପାରିଲେ କର୍ମଚାରୀମାନେ ଅଫିସ ଯାଇପାରିବେ ନାହିଁ । ବ୍ୟାଙ୍କର ୨୫%, ଆଇଟିର ୧୦୫ କର୍ମଚାରୀଙ୍କୁ ଅନୁମତି ମିଳିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛି କମିସନରେଟ ପୋଲିସ ।

Get real time updates directly on you device, subscribe now.