fbpx

ଡଗ୍ ୱାକକୁ ଯିବା ସମୟରେ ଅନ୍ତଃବସ୍ତ୍ର ପିନ୍ଧିବାକୁ ଭୁଲିଗଲେ ହଟ୍ କୁଇନ୍ ମଲାଇକା, ଦେଖନ୍ତୁ ଭାଇରାଲ୍ ଫଟୋ

ନୂଆଦିଲ୍ଲୀ: ବଲିଉଡର ହଟ୍ ଆଇଟମ୍ ଡ୍ୟାନ୍ସର ମଲାଇକା ଆରୋରା ସବୁ ସମୟରେ ନିଜର ଫିଟନେସ୍ ଓ ଡ୍ରେସିଂ ସେନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସମୟରେ ମଲାଇକାଙ୍କ କିଛି ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ସେ ତାଙ୍କର ଡଗୀ ସହିତ ମର୍ଣ୍ଣିଂ ୱାକରେ ଯିବା ସମୟରେ ସମସ୍ତଙ୍କର ନଜରରୁ ନିଜକୁ ଲୁଚାଇ ପାରିନଥିଲେ । ମୁମ୍ବାଇର ସଡ଼କରେ ସେ ଏକ ବ୍ରା ଲେସ୍ ୱେଟଶର୍ଟ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ଚାଲୁଥିବା ଦେଖାଯାଇଥିଲା । ତେବେ ଅନ୍ତବସ୍ତ୍ର ନ ପିନ୍ଧିବା କାରଣରୁ ସେ ଟ୍ରୋଲର୍ସଙ୍କ ଆଇ ପଏଣ୍ଟରେ ରହିଥିଲେ । ତେବେ ମଲାଇକାଙ୍କ ଏହି ହଟ୍ ଫଟୋଗୁଡ଼ିକ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ମଲାଇକା ୪୮ଟି ବସନ୍ତ ଅତିକ୍ରାନ୍ତ କରିସାରିଥିଲେ ହେଁ ଆଜି ତାଙ୍କର ଜଲୱା ବଜାୟ ରଖିଛନ୍ତି । ସେ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ସକ୍ରିୟ ରହୁଥିବା ବେଳେ ଯେ କୌଣସି ଫଟୋ ଶେୟାର କରିବା ମାତ୍ରକେ ତାହା ଭାଇରାଲ୍ ହୋଇଯାଇଥାଏ । ନିକଟରେ ସେ ତାଙ୍କର ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କଠାରୁ ବ୍ରେକଅପ୍ ଅପ୍ ହେବା ଖବର ସୋସିଆଲ ମିଡ଼ିଆର ଶିରୋନାମା ମଣ୍ଡନ କରିଥିଲା । ମଲାଇକା ଅଧିକାଂଶ ସମୟରେ ତାଙ୍କର ପେଟ୍ ଡଗ୍ କେସ୍ପରକୁ ୱାକିଂ ପାଇଁ ବାହାରକୁ ନେଇ ଯାଇଥାନ୍ତି । ଏହି ସମୟରେ ତାଙ୍କର ଅନେକ ଫଟୋ କ୍ୟାମେରାରେ କଏଦ ହୋଇଯାଇଥାଏ । ଫିଟନେସ୍ ଓ ଗ୍ଲାମରସ୍ କୁଇନ୍ ମଲାଇକା ଏକାଧିକ ରିୟଲିଟି ଶୋ’ରେ ଜଜ୍ ଭାବେ କାର୍ଯ୍ୟ କରିସାରିଛନ୍ତି ।

Get real time updates directly on you device, subscribe now.