ଶିକାର ପାଇଁ ଗଛରେ ଚଢିଥିବା ବାଘକୁ ଚକ୍କମା ଦେଲା ମାଙ୍କଡ, ଦେଖନ୍ତୁ ମଜାଦାର ଭିଡିଓ

0 569

ବାଘକୁ ହଇରାଣ କରୁଥିବା ମାଙ୍କଡର ଭିଡିଓ ତ ସମସ୍ତେ ପ୍ରାୟ ଦେଖିଥିଲେ, ଯେଉଁଥିରେ ତଳେ ଥିବା ୩ ବାଘକୁ ଗୋଟିଏ ମାଙ୍କଡ ହଇରାଣ କରି ନାକେଦମ କରିଥିଲା । ଏବେ ସେହିପରି ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକ ଏହାକୁ ଖୁବ ପସନ୍ଦ ବି କରିଛନ୍ତି ।

ତେବେ ଭୋକିଲା ବାଘ ଖାଦ୍ୟ ଅନ୍ୱେଷଣରେ ବାହାରିଛି । ସେହି ସମୟରେ ଗଉ ଉପରେ ବସିଥିବା ମାଙ୍କଡକୁ ଦେଖି ସେ ମଧ୍ୟ ଗଛ ଉପରକୁ ଚଢିଛି । କିନ୍ତୁ ମାଙ୍କଡ ତ ମହା ଚାଲାକ୍ । ବାଘଟି ଖୁବ୍ ନିକଟତର ହେବା ମାତ୍ରେ ସେ କୁଦା ମାରି ଆଉ ଏକ ଡାଳକୁ ଡେଇଁପଡିଛି । ଆଉ ତା’ପରେ କଣ ହେଲା, ଦେଖନ୍ତୁ ଏହି ଭିଡିଓରେ ଦେଖନ୍ତୁ..

Leave A Reply

Your email address will not be published.