fbpx

ପୋଖରୀରେ ବୁଡ଼ି ମାଆ-ଶିଶୁ ପୁତ୍ର ମୃତ

ନବରଙ୍ଗପୁର, ୧୮ା୮(ଓଡ଼ିଶା ଭାସ୍କର): ନବରଙ୍ଗପୁର ସ୍ଥିତ ରାଇଘର ବ୍ଲକ ହାଟବରଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ପାଣିରେ ବୁଡ଼ି ମାଆ ରୋଶନୀ ଗଣ୍ଡ ଓ ଅଢ଼େଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି । ପୋଖରୀକୁ ଶୌଚ ହେବା କଥା କହି ଶିଶୁ ପୁତ୍ରକୁ ଧରି ମାଆ ପୋଖରୀକୁ ଡ଼େଇଁ ପଡ଼ିଥିବା ସୂଚନା ମିଳିଛି । ରୋଶନୀ ଗଣ୍ଡ ମାନସିକ ବିକୃତ ଥିବା ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.