fbpx

ଆଇପିଏଲ୍-: ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନସ୍

ଆବୁଧାବି: (ଆଇପିଏଲ୍) ୧୧ ।୧୦: ରବିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍ । ମୁମ୍ବାଇ ୧୬୩ ରନ୍ର ଲକ୍ଷ୍ୟକୁ ପିଛାକରି ୨୦ ଓଭରରେ ୫ ୱିକେଟ ହରାଇ ୧୬୬ ରନ୍ କରି ବିଜୟୀ ହୋଇଛି । ମୁମ୍ବାଇ ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ୩୬ ବଲ ଖେଳି ୫୩ ରନ୍ କରିଥିବା ବେଳେ ସୂର‌୍ୟ୍ୟକୁମାର ଯାଦବ ମଧ୍ୟ ୩୨ ବଲ ଖେଳି ୫୩ ରନ୍ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୬୨ ରନ୍ କରିଥିଲା।

Get real time updates directly on you device, subscribe now.