fbpx

ପୌର ନିର୍ବାଚନରେ ବିଜେଡିର ଦବଦବା: ଜାଣନ୍ତୁ ୧୨ଟା ସୁଦ୍ଧା କିଏ ବିଜୟୀ ଓ କିଏ ଆଗୁଆ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଏହାରି ମଧ୍ୟରେ ଆସିଛି ୧୦୮ଟି ଆସନର ଟ୍ରେଣ୍ଡ । ସମସ୍ତ ୧୦୮ ପୌରାଧ୍ୟକ୍ଷ ଆସନର ପ୍ରାରମ୍ଭିକ ଆସିଛି ଟ୍ରେଣ୍ଡ । ୧୦୮ଟି ଆସନରୁ ବିଜେଡି ୭୬ଟି ଆସନରେ, ବିଜେପି ୧୬ଟି ଆସନରେ, କଂଗ୍ରେସ ୭ଟି ଆସନରେ, ସ୍ବାଧୀନ ୯ଟି ଆସନରେ ଆଗୁଆ ରହିଛି । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଆସନରେ ବିଜେଡି ଆଗୁଆ ଥିବା ବେଳେ କେତେକ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସୁଦ୍ଧା କେଉଁ ଆସନରେ କାହାର ବିଜୟ ହୋଇଛି ଓ କିଏ ଆଗୁଆ ଅଛି…

ଅନୁଗୁଳ- ପୌରାଧ୍ୟକ୍ଷ:-
ଅନୁଗୁଳ ମ୍ୟୁନିସିପାଲିଟି ୨ ନମ୍ବର ୱାର୍ଡରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ଉଷାରାଣୀ ସାମଲ ୯୧୮ ଭୋଟରେ ବିଜୟୀ ହୋଇଥିବା ସୂଚନ ମିଳିଛି ।
ସେହିପରି ଅନୁଗୁଳ ମ୍ୟୁନିସିପାଲିଟିରେ ୱାର୍ଡ-୧ରେ ବିଜେଡି ବିଜୟୀ ।
ଅନୁଗୁଳ ମ୍ୟୁନିସିପାଲିଟିରେ ୱାର୍ଡ-୨ରେ ବିଜେଡି ବିଜୟୀ ।
ଅନୁଗୁଳ ମ୍ୟୁନିସିପାଲିଟିରେ ୱାର୍ଡ-୩ରେ ବିଜେଡି ବିଜୟୀ ।
ଅନୁଗୁଳ ମ୍ୟୁନିସିପାଲିଟିରେ ୱାର୍ଡ-୪ରେ ବିଜେପି ବିଜୟୀ ।

ବଲାଙ୍ଗିର ଜିଲ୍ଲା- ପୌରାଧ୍ୟକ୍ଷ:
ବଲାଙ୍ଗୀର ମ୍ୟୁନିସିପାଲିଟିରେ ବିଜେଡିର ଲିକା ସାହୁ ଆଗୁଆ ଅଛନ୍ତି ।
ତୁଷୁରା ଏନଏସିରେ ବିଜେଡିର ଅଜୟ ଜୟୱାଲ ଆଗୁଆ ଅଛନ୍ତି ।
କଣ୍ଟାବାଂଜିରେ ବିଜେଡିର ବିନୟ ବିଭାର ଆଗୁଆ ଅଛନ୍ତି ।
ଟିଟିଲାଗଡ଼ରେ ବିଜେପିର ମମତା ଜୈନ ଆଗୁଆ ଅଛନ୍ତି ।

ବାଲେଶ୍ୱର-ପୌରାଧ୍ୟକ୍ଷ:
ବାଲେଶ୍ୱର ମ୍ୟୁନିସିପାଲିଟିରେ ବିଜେଡିର ସବିତା ସାହୁ ଆଗୁଆ ଅଛନ୍ତି ।

ବରଗଡ଼-ପୌରାଧ୍ୟକ୍ଷ:-
ବରଗଡ଼ ମ୍ୟୁନିସିପାଲିଟିରେ ବିଜେଡିର କଳ୍ପନା ମାଝୀ ଆଗୁଆ ଅଛନ୍ତି ।
ବିଜେପୁରରେ ବିଜେଡିର ସୀତା ବାରିକ ଆଗୁଆ ଅଛନ୍ତି ।
ପଦମପୁରରେ ବିଜେଡିର ସାବିତ୍ରୀ ବାଗ ଆଗୁଆ ଅଛନ୍ତି ।

ବୌଦ୍ଧ- ପୌରାଧ୍ୟକ୍ଷ:-
ବୌଦ୍ଧ ଏନଏସିରେ ବିଜେଡି ଚେୟାରପର୍ସନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ମୃତ୍ୟୁଞ୍ଜୟ ମିଶ୍ର ୧୩୪୦ ଭୋଟରେ ବିଜୟୀ ହୋଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଗଣେଶ କୁମାର ଅଗ୍ରୱାଲଙ୍କୁ ହରାଇଛନ୍ତି ।

ଗଞ୍ଜାମ- ପୌରାଧ୍ୟକ୍ଷ:-
ବୁଗୁଡ଼ାରେ ବିଜେଡିର ଚିତ୍ରସେନ ପ୍ରଧାନ ଆଗୁଆ ।
ସୋରଡ଼ାରେ ବିଜେଡିର ଶିବଶଙ୍କର ପଣ୍ଡା ବିଜୟୀ ।
ଦିଗପହଣ୍ଡିରେ କଂଗ୍ରେସର ପ୍ରଫୁଲ୍ଲ ପଣ୍ଡା ବିଜୟୀ ।
ବେଲଗୁଣ୍ଠାରେ ବିଜେଡିର ଫିରୋଜ ସେଠୀ ବିଜୟୀ ।
ହିଞ୍ଜିଳିକାଟୁରେ ବିଜେପିର ସନ୍ତୋଷ ପାଣିଗ୍ରାହୀ ଆଗୁଆ ।
ଖଲ୍ଲିକୋଟରେ ବିଜେଡିର ନିରଞ୍ଜନ ବେହେରା ବିଜୟୀ ।
କୋଦଳାରେ ବିଜେପିର ସୂର୍ଯ୍ୟ ନାରାୟଣ ନାୟକ ବିଜୟୀ ।
ରମ୍ଭାରେ ବିଜେପିର ମାନସୀ ସ୍ୱାଇଁ ବିଜୟୀ ।
ଗଞ୍ଜାମରେ ସ୍ୱାଧୀନ ପ୍ରାର୍ଥୀ ପ୍ରତିଭା ପାଢ଼ୀ ୫୧ ଭୋଟରେ ବିଜୟୀ ।
ପୁରୁଷୋତ୍ତମପୁରରେ ବିଜେଡିର ରଶ୍ମିରେଖା ତ୍ରିପାଠୀ ଆଗୁଆ ।
ଗେପୋଳପୁରରେ ବିଜେଡିର ଏ.ଜାନକୀରାମ ବିଜୟୀ ।
ଚିକିଟିରେ ବିଜେଡିର ଦୀପା ସାହୁ ବିଜୟୀ ।
ଭଞ୍ଜନଗରରେ ବିଜେଡିର ଗୋପବନ୍ଧୁ ମହାପାତ୍ର ଆଗୁଆ ।
ଆସିକାରେ ବିଜେଡିର ବିନୋତ ସ୍ୱାଇଁ ବିଜୟୀ ।
କବିସୂର୍ଯ୍ୟନଗରରେ ବି ସିଏଚ୍ ଲକ୍ଷ୍ମୀ ସେଠୀ ବିଜୟୀ ।

ଗଜପତି- ପୌରାଧ୍ୟକ୍ଷ:-
କାଶୀନଗରରେ ବିଜେଡିର ଏମ. ସୁଧାରାଣୀ ଆଗୁଆ ।
ପାରାଳାଖେମୁଣ୍ଡିରେ ବିଜେଡିର ନିର୍ମଳା ସେଠୀ ଆଗୁଆ ।

ନୟାଗଡ଼- ପୌରାଧ୍ୟକ୍ଷ:-
ନୟାଗଡ଼ ମ୍ୟୁନିସିକାଲିଟିରେ ବିଜେଡିର ନିରୂପମା ଖଟେଇ ବିଜୟୀ ।
ଖଣ୍ଡପଡ଼ାରେ ସ୍ୱାଧୀନ ପ୍ରାର୍ଥୀ ଆରତି ପ୍ରଧାନ ବିଜୟୀ ।
ରଣପୁରରେ ବିଜେଡିର ରଙ୍ଗୀନ ମହାନ୍ତି ବିଜୟୀ ।

ନୂଆପଡ଼ା – ପୌରାଧ୍ୟକ୍ଷ:
ନୂଆପଡ଼ା ଏନଏସିରେ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ ବିଜୟୀ ।
ଖରିଆର ରୋଡରେ ବିଜେପିର ସୋନିଆ ଜୈନ ବିଜୟୀ ।
ଖଡ଼ିଆଳରେ କଂଗ୍ରେସର ଉଜ୍ୱଳ ଗୁପ୍ତା ବିଜୟୀ ।

ନବରଙ୍ଗପୁର- ପୌରାଧ୍ୟକ୍ଷ:-
ନବରଙ୍ଗପୁରରେ ବିଜେପିର କୁନୁ ନାୟକ ବିଜୟୀ ।
ଉମରକୋଟରେ ବିଜେଡିର ରାଧା ଭତ୍ରା ବିଜୟୀ ।

ଦେବଗଡ଼ – ପୌରାଧ୍ୟକ୍ଷ:-
ଦେବଗଡ଼ରେ ବିଜେଡିର ଶାନ୍ତିମଞ୍ଜରୀ ଦେଇ ଆଗୁଆ ଅଛନ୍ତି ।

ପୁରୀ – ପୌରାଧ୍ୟକ୍ଷ:-
କୋଣାର୍କ ଏନଏସିରେ ବି ସଂଯୁକ୍ତା ତ୍ରିପାଠୀ ବିଜୟୀ ।
ନିମାପଡ଼ାରେ ବିଜେଡିର ସସ୍ମିତା ସାହୁ ଆଗୁଆ ।
ପିପିଲିରେ ବିଜେଡିର ସେକ୍ ବାବୁ ବିଜୟୀ ।

ଯାଜପୁର- ପୌରାଧ୍ୟକ୍ଷ:-
ଯାଜପୁର ବ୍ୟାସନଗରରେ ବିଜେଡି ପ୍ରାର୍ଥୀ ସଂଗୀତା ପିଙ୍ଗୁଆ ବିଜୟୀ ହୋଇଛନ୍ତି ।
ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିର ରଂଜୁଲତା ହୋତା ବିଜୟୀ ହୋଇଛନ୍ତି ।

କଟକ- ପୌରାଧ୍ୟକ୍ଷ:-
ଆଠଗଡ଼ରେ ବିଜେଡିର ସସ୍ମିତା ରାଉତ ବିଜୟୀ ।
ବାଙ୍କୀରେ ବିଜେଡିର ମାଣିକ ସାହୁ ବିଜୟୀ ।
ଚୌଦ୍ୱାରରେ ବିଜେଡିର ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ବିଜୟୀ ।

କଳାହାଣ୍ଡି- ପୌରାଧ୍ୟକ୍ଷ:-
ଧର୍ମଗଡ଼ରେ ବିଜେପିର ଅଶୋକ ମହାନ୍ତି ବିଜୟୀ ହୋଇଛନ୍ତି ।
କେସିଙ୍ଗାର ବିଜେଡିର ନୃପରାଜ ଯାଦବ ବିଜୟୀ ହୋଇଛନ୍ତି ।
ଜୁନାଗଡ଼ରେ ବିଜେପିର ମୁକେଶ ଅଗ୍ରୱାଲ ବିଜୟୀ ହୋଇଛନ୍ତି ।
ଭବାନୀପାଟଣାରେ ବିଜେଡିର ସଂଯୁକ୍ତା ବେହେରା ବିଜୟୀ ହୋଇଛନ୍ତି ।

କନ୍ଧମାଳ- ପୌରାଧ୍ୟକ୍ଷ:-
ଫୁଲବାଣୀରେ ବିଜେପିର ସ୍ମିତାରାଣୀ ମହାନ୍ତି ବିଜୟୀ ହୋଇଛନ୍ତି ।

କୋରାପୁଟ- ପୌରାଧ୍ୟକ୍ଷ:-
ଜୟପୁରରେ କଂଗ୍ରେସର ନରେନ୍ଦ୍ର ମହାନ୍ତି ଆଗୁଆ ଅଛନ୍ତି ।
ବାଲିଗୁଡ଼ାରେ ବିଜେଡିର ଗୋବିନ୍ଦ ପ୍ରଧାନ ବିଜୟୀ ହୋଇଛନ୍ତି ।
ଜି.ଉଦୟଗିରିରେ ବିଜେଡିର ଭାନୁପ୍ରଭା ମିଶ୍ର ବିଜୟୀ ହୋଇଛନ୍ତି ।
କୋଟପାଡ଼ରେ କଂଗ୍ରେସର ଏମ ଶଙ୍କର ରାଓ ବିଜୟୀ ।
କୋରାପୁଟରେ ବିଜେଡିର ଲଲାଟ ରଞ୍ଜନ ସେଠୀ ବି
ସୁନାବେଡ଼ାରେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ପାତ୍ର ବିଜୟୀ ।

କେନ୍ଦ୍ରାପଡ଼ା – ପୌରାଧ୍ୟକ୍ଷ:-
୩ ନମ୍ବର ୱାର୍ଡରେ କଂଗ୍ରେସର ତୁଳସୀ ହେମ୍ବ୍ରମ ବିଜୟୀ ।
୫ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ନିରାକାର ସ୍ୱାଇଁ ବିଜୟୀ ।
୭ ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତୀ ପାଣି ବିଜୟୀ ।
୮ ନମ୍ବର ୱାର୍ଡରେ ବିଜେଡିର ସ୍ମୃତିପ୍ରଜ୍ଞା ଶତପଥୀ ବିଜୟୀ ।
୬ ନମ୍ବର ୱାର୍ଡରେ ବିଜେଡିର ପ୍ରଦୀପ ଜେନା ବିଜୟୀ ।
କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ୧ ନମ୍ବର ୱାର୍ଡରେ ବିଜେଡିର ପୁଷ୍ପଲତା ବେହେରା ବିଜୟୀ ।
୨ ୱମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ କାଳୀପ୍ରସାଦ ମିଶ୍ର ବିଜୟୀ ।
୪ ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଶୁଭଶ୍ରୀ ନିବେଦିତା ସ୍ୱାଇଁ ବିଜୟୀ ।

ଖୋର୍ଦ୍ଧା – ପୌରାଧ୍ୟକ୍ଷ:-
ବାଲୁଗାଁରେ ବିଜେଡିର ସୁକାନ୍ତି ପାଇକରାୟ ଆଗୁଆ ଅଛନ୍ତି ।

ଦେବଗଡ଼ – ପୌରାଧ୍ୟକ୍ଷ:-
ଦେବଗଡ଼ରେ ବିଜେଡିର ଶାନ୍ତିମଞ୍ଜରୀ ଦେଇ ବିଜୟୀ ।

ଢେଙ୍କାନାଳ- ପୌରାଧ୍ୟକ୍ଷ:-
ଢେଙ୍କାନାଳରେ ବିଜେପିର ଜୟନ୍ତୀ ପାତ୍ର ବିଜୟୀ ।
ଭୁବନେରେ ବିଜେଡିର ଶୁଭେନ୍ଦ୍ର ସାହୁ ବିଜୟୀ ।
କାମାକ୍ଷାନଗରରେ ବିଜେଡିର ଧର୍ମାନନ୍ଦ ପରିଡ଼ା ବିଜୟୀ ।

ମୟୂରଭଞ୍ଜ- ପୌରାଧ୍ୟକ୍ଷ:-
କରଞ୍ଜିଆରେ ବିଜେଡ଼ିର ପପି ପୃଷ୍ଟି ବିଜୟୀ ।
ରାଇରଙ୍ଗପୁରରେ ବିଜେଡିର ଅଭିଷେକ ପଟ୍ଟନାୟକ ବିଜୟୀ ।
ଉଦଳରାରେ ବିଜେପିର ପ୍ରମିଳା ପଣ୍ଡା ବିଜୟୀ ।

ମାଲକାନଗିରି ପୌରାଧ୍ୟକ୍ଷ:-
ବାଲିମେଳାରେ ବିଜେପିର ପ୍ରଦୀପ ନାଏକ ବିଜୟୀ ।
ମାଲକାନଗିରିରେ ବିଜେଡିର ମନୋଜ ବାରିକ ବିଜୟୀ ।

ସୁନ୍ଦରଗଡ଼- ପୌରାଧ୍ୟକ୍ଷ:-
ବୀରମିତ୍ରପୁରରେ ବିଜେଡିର ସନ୍ଦୀପ ମିଶ୍ର ଆଗୁଆ ଅଛନ୍ତି ।

ଜଗତସିଂହପୁର- ପୌରାଧ୍ୟକ୍ଷ:-
ଜଗତସିଂହପୁରରେ କଂଗ୍ରେସର ଅର୍ଚ୍ଚନା ସିଂହ ବିଜୟୀ ।
ପାରାଦୀପରେ ବିଜେଡିର ବସନ୍ତ ବିଶ୍ୱା ବିଜୟୀ ।

ଝାରସୁଗୁଡ଼ା-ପୌରାଧ୍ୟକ୍ଷ:-
ଝାରସୁଗୁଡ଼ାରେ ବିଜେଡିର ରାଣୀ ହାତୀ ଆଗୁଆ ।
ବେଲପାହାଡ଼ରେ କଂଗ୍ରେସର ନିମାଁଇ ପଣ୍ଡା ବିଜୟୀ ।
ବ୍ରଜରାଜନଗରରେ ବିଜେଡିର ଯାଜ୍ଞସେନୀ ଓରାମ ଆଗୁଆ ।

ରାୟଗଡ଼ା ପୌରାଧ୍ୟକ୍ଷ:-
ଗୁଡ଼ାରୀରେ ବିଜେଡିର ଶର୍ମିିଷ୍ଠା ଶବର ବିଜୟୀ ।
ଗୁଣପୁରରେ ସ୍ୱାଧୀନ ପ୍ରାର୍ଥୀ ମମତା ଗୌଡ଼ ବିଜୟୀ ।
ରାୟଗଡ଼ାରେ ବିଜେଡିର ମହେଶ ପଟ୍ଟନାୟକ ବିଜୟୀ ।

ସମ୍ବଲପୁର ପୌରାଧ୍ୟକ୍ଷ:-
କୁଚିଣ୍ଡାରେ ବିଜେଡିର ପ୍ରଦ୍ୟୁତ କୁମାର ମହାନ୍ତି ବିଜୟୀ ।
ରେଢ଼ାଖୋଲରେ ବିଜେପିର ଶିବରାମ ସାହୁ ବିଜୟୀ ।

ସୁବର୍ଣ୍ଣପୁର ପୌରାଧ୍ୟକ୍ଷ:-
ସୋନପୁରରେ ବିଜେଡିର ତାମସୀ ତାମସ୍ମିତା ନାୟକ ବିଜୟୀ ।
ବିନିକାରେ ବିଜେଡିର ସୁବାସ ଭୋଇ ବିଜୟୀ ।
ତରଭାରେ ବିଜେଡିର ବନ୍ଦିତା ନାୟକ ବିଜୟୀ ।

ସୁନ୍ଦରଗଡ଼ ପୌରାଧ୍ୟକ୍ଷ:-
ବୀରମିତ୍ରପୁରରେ ବିଜେଡିର ସନ୍ଦୀପ ମିଶ୍ର ବିଜୟୀ ।
ସୁନ୍ଦରଗଡ଼ରେ ବିଜେପିର ତନୟା ମିଶ୍ର ବିଜୟୀ ।
ରାଜଗାଙ୍ଗପୁରରେ ବିଜେଡିର ମାଧୁରୀ ଲୁଗୁନ ବିଜୟୀ ।

Get real time updates directly on you device, subscribe now.