fbpx

ଅଗଷ୍ଟ ୧ରେ NEET ପରୀକ୍ଷା

ନୂଆଦିଲ୍ଲୀ, ୧୩।୩: ଅଗଷ୍ଟ ୧ରେ ହେବ ଏ ବର୍ଷର ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET । ସାରା ଦେଶରେ ଇଂରାଜୀ ଓ ହିନ୍ଦୀ ସମେତ ୧୧ଟି ଭାଷାରେ ପରୀକ୍ଷା ହେବ । ଅଫଲାଇନରେ ପରୀକ୍ଷା କରିବା ନେଇ ଜାତୀୟ ପରୀକ୍ଷା ସଂସ୍ଥା NTA ସୂଚନା ଦେଇଛି। MBBS, BDS, BAMS, BSMS, BUMS ଓ BHMS ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ହେବ NEET । ଏନେଇ ntaneet.nic.in ଓ nta.ac.in ରେ ବିସ୍ତୃତ ତଥ୍ୟ ମିଳିଯିବ ।

 

Get real time updates directly on you device, subscribe now.