fbpx

କାଲିଠୁ ରାଜ୍ୟରେ ହଟିବ ସବୁ କଟକଣା

ଭୁବନେଶ୍ୱର,୨୯/୮(ଓଡିଶା ଭାସ୍କର): କାଲିଠୁ ରାଜ୍ୟରେ ହଟିବ ସବୁ ସଟଡାଉନ ଓ ଲକଡାଉନ କଟକଣା ହଟିବ। ସେପ୍ଟେମ୍ବର ୭ ଯାଏ ସାରା ରାଜ୍ୟ କଟକଣାମୁକ୍ତ ଘୋଷିତ କରାଯାଇଛି। ସେପ୍ଟେମ୍ବର ୧୨ ରୁ୧୪ ଯାଏ ବି ସାରା ରାଜ୍ୟ କଟକଣା ମୁକ୍ତ ରହିବ। ଏନେଇ ଆଜି ଘୋଷଣା କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। NEET ଓ JEE ମେନ ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ ଏପରି ନିର୍ଦେଶ ନିଆଯାଇଛି।
କିନ୍ତୁ ମାସ୍କ, ସାମାଜିକ ଦୂରତା ଓ ଛେପ ନ ପକେଇବା ନିୟମ କଡାକଡି ପାଳନ କରାଯିବ।

Get real time updates directly on you device, subscribe now.