fbpx

ଏବର୍ଷ ଜିରୋ ଲାଇଟ ସେଲିବ୍ରେସନ ମନା

ଭୁବନେଶ୍ୱର,୧୫ ।୧୨(ଓଡିଶା ଭାସ୍କର): କୋଭିଡ ପାଇଁ ଚଳିତବର୍ଷ ହେବନି ଜିରୋ ନାଇଟ ସେଲିବ୍ରେସନ । ଭୁବନେଶ୍ୱରରେ ଉତ୍ସବ ଉପରେ କଟକଣା ଲଗାଇଛି BMC । ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ଭୁବନେଶ୍ୱରରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । ତେବେ ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଭୁବନେଶ୍ୱରରେ ଜିରୋ ନାଇଟ ସେଲିବ୍ରେସନ ହୋଇଥାଏ । କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁ ଉତ୍ସବ ପାଳନ ହୋଇଥାଏ । ଏହି ସମୟରେ ବାର ଓ କ୍ଲବରେ ପ୍ରବଳ ଗହଳି ହୋଇଥାଏ । ତେଣୁ ଏଥର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରାଯାଇଛି ।

Get real time updates directly on you device, subscribe now.