fbpx

ଅଣପରିବହନ ଗାଡ଼ିକୁ ଭଡ଼ା ମନା

ଭୁବନେଶ୍ୱର,୨୮/୯(ଓଡ଼ିଆ ଭାସ୍କର): ସରକାରୀ ଓ ଘରୋଇ ସଂସ୍ଥାକୁ କଡ଼ା ନିର୍ଦେଶ ଦେଇଛନ୍ତି ପରିବହନ କମିସନର। ଘରୋଇ ଅଣପରିବହନ ଗାଡ଼ିକୁ ଭଡ଼ାରେ ନ ନେବାକୁ ନିର୍ଦେଶ ଦିଆଯାଇଛି । କେବଳ ହଳଦିଆ ନମ୍ବର ପ୍ଲେଟ୍‌ ଥିବା ଗାଡ଼ିକୁ ଭଡ଼ାରେ ନେବାକୁ ନିର୍ଦେଶ ହୋଇଛି । ଧଳା ନମ୍ବର ପ୍ଲେଟ୍‌ ଗାଡ଼ି ଭଡ଼ାରେ ଲଗାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ ।

Get real time updates directly on you device, subscribe now.