fbpx

ବନ୍ଧାହେଲେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ

ନୂଆପଡା,୮ ।୧: ଭିଜିଲାନ୍ସ ଜାଲରେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ । ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶରତଙ୍କୁ ଭିଜିଲାନ୍ସ ଧରିଛି । ଲେବର କାର୍ଡ କରାଇଦେବାକୁ ଲାଞ୍ଚ ନେବା ବେଳେ ଧରାପଡିଛନ୍ତିି ଶରତ । ଏହି ଘଟଣା ପରେ ଶରତଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Get real time updates directly on you device, subscribe now.