fbpx

ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସଙ୍କୁ BCCIର ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସଙ୍କୁ BCCIର ନୂଆ ଦାୟିତ୍ୱ ଦିଆଯାଇଛି। ଶିବସୁନ୍ଦର ଭାରତୀୟ ମହିଳା କ୍ରିକେଟ ଟିମ୍‌ର ବ୍ୟାଟିଂ କୋଚ୍‌ ହୋଇଛନ୍ତି । ବ୍ୟାଟିଂ କୋଚ ନିଯୁକ୍ତି ନେଇ ଖୋଦ ଶିବସୁନ୍ଦର ଗଣମାଧ୍ୟମରେ ସୂଚନା ଦେଇଛନ୍ତି।
ଏହା ସହ ସେ କହିଛନ୍ତି ଯେ, ମହିଳା ଟିମର ଆସନ୍ତା ଇଂଲଣ୍ଡ ଟ୍ୟୁର ମୋ ପାଇଁ ଚ୍ୟାଲେଞ୍ଜ ହେବ ।’

 

 

Get real time updates directly on you device, subscribe now.