fbpx

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ, ଜାଣନ୍ତୁ କିପରି କରିବେ ଚେକ୍

ଭୁବନେଶ୍ୱର: ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ। ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଫଳ ପ୍ରକାଶ ପାଇଛି।ଯାହା ଗତ ଅଗଷ୍ଟ ୨୦୨୨ରେ ଅନୁଷ୍ଠିତ ହୋଇଥିଲା। ପରୀକ୍ଷାର୍ଥୀମାନେ ଅଫିସିଆଲ ୱେବସାଇଟ www.bseodisha.ac.in ରେ ଯାଇ ସେମାନଙ୍କ ରୋଲ୍‌ ନମ୍ୱର ବା ନାଁ ସବମିଟ୍‌ କରିବା ପରେ ନିଜର ରେଜଲ୍ଟ ଜାଣିପାରିବେ।

Get real time updates directly on you device, subscribe now.