fbpx

କେସିଙ୍ଗା ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍

କଳାହାଣ୍ଡି (ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍ ହୋଇଛି । ରେଳ ଯୋଗେ ଅକ୍ସିଜେନ୍ ଟ୍ୟାଙ୍କର ପରିବହନ ବେଳେ ଲିକ୍ ହୋଇଥିବା ଜଣାପଡିଛି । ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି । ଏହା ସହ ଝାରସୁଗୁଡାରୁ ରେଳ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ କେସିଙ୍ଗା ଆସୁଥିବା ଜଣାପଡିଛି । ତେବେ ୨୦ଟି ଅକ୍ସିଜେନ୍ ଟ୍ୟାଙ୍କର ନେଇ ଟ୍ରେନଟି ଝାରସୁଗୁଡାରୁ ରାୟଗଡା ଯାଉଥିବା ସୂଚନା ମିଳିଛି ।

Get real time updates directly on you device, subscribe now.