CHARIDHAM

ପୁଣି ଇସ୍ତଫା ପତ୍ର ଭାଇରାଲ: ଏଥର ବଲିଉଡ ଗୀତରେ ରିଜାଇନ ଦେଲେ କର୍ମଚାରୀ

ନୂଆଦିଲ୍ଲୀ: ନିଜ କର୍ମ ଜୀବନରେ ବିରକ୍ତି ଭାବ କିମ୍ବା ଚାପଗ୍ରସ୍ତ ହେଲେ ଅଫିସରୁ ଇସ୍ତଫା ଦେଇଥାନ୍ତି କର୍ମଚାରୀ । କିନ୍ତୁ ଗତ କିଛି ଦିନରୁ ଏହି ଇସ୍ତଫା ପତ୍ର ଏବେ ଖୁବ ଟ୍ରେଣ୍ଡିଂରେ ରହିଛି । ଉପରିସ୍ଥ ଅଧିକାରୀଙ୍କୁ…

ବୋହୂ ସହ ଚାଲିଥିଲା ଶଶୁରର ରାସଲୀଳା: ଅଚାନକ୍ ପହଞ୍ଚିଗଲା ପୁଅ, ଆପତ୍ତିଜନକ ସ୍ଥିତିରେ ଦେଖି…

ଅମରୋହ: ଆଜିକାଲି କିଛି ଲୋକଙ୍କ ପାଇଁ ସମ୍ପର୍କରେ କଳଙ୍କ ଲାଗୁଛି । କେଉଁଠି ବାପ-ଝିଅ ନାଁରେ ତ ଆଉ କେଉଁଠି ମା-ପୁଅ ନାଁରେ କଳଙ୍କ ଲାଗୁଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶ ଅମରୋହରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ…

ହାର୍ଦ୍ଦିକଙ୍କ ନାଁରେ ଯୋଡି ହେଲା ବଡ ରେକର୍ଡ: ଏମିତି କରିବାରେ ହେଲେ ପ୍ରଥମ ଅଧିନାୟକ

ନୂଆଦିଲ୍ଲୀ: ଆରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମ ମ୍ୟାଚରେ ବର୍ଷା କିଛି ସମୟ ପାଇଁ ବାଧା ସୃଷ୍ଟି କରିଥିଲେ ମଧ୍ୟ ଏଥିରେ ବିଜୟ ସହ…

ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା, ସାଥିରେ ଥିଲେ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପରେ ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଯଶୱନ୍ତ ସିହ୍ନା । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ସେ ନିଜର ନାମାଙ୍କନ ଦାଖଲ…

୨ ମାଫିଆ ଭାଇଙ୍କୁ ଝଟକା: ସିଜ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି

ଗଞ୍ଜାମ: କୋଲକାତା ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ କବଜାରେ ୨ ନିଶା ମାଫିଆ । ସମ୍ପର୍କରେ ଏମାନେ ଭାଇ ଭାଇ ହୋଇଥିବା ଜାଣିବାକୁ ମିଳିଛି । ୨ ନିଶା ମାଫିଆଙ୍କ ବିଲ୍ଡିଂରେ ରେଡ କରିବା ସହ କୋଟି କୋଟି ଟଙ୍କାର ସମ୍ପତ୍ତି…

ବହୁମତ ହରାଇଲା ଉଦ୍ଧବ ସରକାର, ସିନ୍ଦେ ଗୋଷ୍ଠିର ସମର୍ଥନ ପ୍ରତ୍ୟାହାର

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ସଂଖ୍ୟାଗରିଷ୍ଠତା ହରାଇଛି ମହା ବିକାଶ ଅଘାଡ଼ି(ଏମଭିଏ) ସରକାର। ଶିବସେନାର ପାର୍ଟିର ୩୮ ବିଦ୍ରୋହୀ ବିଧାୟକ ସେମାନଙ୍କ ସମର୍ଥନ "ଏମଭିଏ'ରୁ ପ୍ରତ୍ୟାହାର କରିନେଇ ଥିବା…

ଆକ୍ସନ ମୋଡରେ ସମୀର ଦାଶ: ଟାର୍ଗେଟରେ ଶିକ୍ଷକ, ଏଥର ହେବେ ସାବାଡ

କୋଣାର୍କ: ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବେ ଆକ୍ସନ ମୋଡରେ । ଜଣେ ସିଆରସିଙ୍କ ସମେତ ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସମୀର ଦାଶ । ଏଣିକି କାମରେ ଖିଲାପ କରୁଥିବା ଶିକ୍ଷକ…

ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପୁରୀ(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି ।  ଆଉ ୩ ଦିନ ପରେ ରଥଯାତ୍ରା ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ…

ମା ହେବେ ଆଲିଆ ଭଟ୍ଟ, ହସ୍ପିଟାଲରୁ ସେୟାର କଲେ ଫଟୋ

ମୁମ୍ବାଇ(ଓଡ଼ିଶା ଭାସ୍କର): କପୁର ପରିବାରକୁ ଆସିବାକୁ ଯାଉଛନ୍ତି ନୂଆ ଅତିଥି। ବିବାହର ଦୁଇମାସ ପରେ ଗର୍ଭବତୀ ଥିବା ନେଇ ସୂଚନା ଦେଇଛନ୍ତି ଆଲିଆ ଭଟ୍ଟ। ସେ ନିଜ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ପୋଷ୍ଟ କରି ଏହି ଖବର…

ଅଚାନକ ଟିମ ଇଣ୍ଡିଆରେ ଏଣ୍ଟ୍ରି ମାରିଲେ ଦମଦାର ଖେଳାଳି: ଦଳରେ ପାଇବେ ସ୍ଥାନ!

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ ତାରିଖରୁ ବର୍ମିଙ୍ଘମରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଛି ଏକମାତ୍ର ଟେଷ୍ଟ ମ୍ୟାଚ । ଏହି ମ୍ୟାଚ ପୂର୍ବରୁ ଅଧିନାୟକ ରୋହିତ ଶର୍ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ଏହି ମ୍ୟାଚରେ…