ଆପଣ ପ୍ରଥମ ଥର ଟିକା ନେଉଛନ୍ତି କି, ଜାଣନ୍ତୁ କ’ଣ କରିବେ ଓ କ’ଣ କରିବେ ନାହିଁ

ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀ ଦେଶରେ ମାଡ଼ି ଚାଲିଛି । ତେବେ ଜନସାଧାରଣଙ୍କୁ ସରକାର ଆବଶ୍ୟକ ମୁତାବକ ଟିକା ଯୋଗାଉ ଦେଉଛନ୍ତି । ଟିକା ଗ୍ରହଣ କରୁଥିବା ବ୍ୟକ୍ତିମାନେ ଏପରି କିଛି ଦିଗ ପ୍ରତି ନିଶ୍ଚିତ ଭାବେ ଧ୍ୟାନ…

ଏଣିକି ଏକୁଟିଆ କାର ଚଳାଉଥିଲେ ବି ମାସ୍କ ବାଧ୍ୟତାମୂଳକ, ନ ମାନିଲେ ଗଣିବେ ଫାଇନ୍

ନୂଆଦିଲ୍ଲୀ, ୭ା୪: ଏଣିକି ପ୍ରତ୍ୟେକ ବ୍ୟକ୍ତି ଏକୁଟିଆ କାର ଚଳାଉଥିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦିଲ୍ଲୀ ସରକାରଙ୍କ ନିୟମକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଏହି ରାୟ…

ଆଜି ବଲିଉଡ଼ ଅଭିନେତା ଜିତେନ୍ଦ୍ର କାପୁରଙ୍କ ଜନ୍ମଦିନ

ମୁମ୍ବାଇ ୭ା୪ (ଓଡିଶା ଭାସ୍କର): ଆଜି ବଲିଉଡ଼ ଅଭିନେତା ଜିତେନ୍ଦ୍ର କାପୁରଙ୍କ ଜନ୍ମଦିନ । ୭ ଏପ୍ରିଲି ୧୯୪୨ମସିହାରେ ପଞ୍ଜାବର ଅମୃତସରେ ସେ ଜନ୍ମଗ୍ରହଣ କରିଥିଲେ । ବଲିଉଡ଼ରେ ଜିତେନ୍ଦ୍ର ନିଜିର ଅଭିନୟ ଏବଂ ଅଲଗା…

ଯୁବତୀଙ୍କ ସୁନ୍ଦର ଚେହେରା ଦେଖି ଚାଲାଣ କାଟିଲେ ପୋଲିସବାବୁ, ଜାଣନ୍ତୁ ଆଗକୁ କ’ଣ ଘଟିଲା

ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ ଟ୍ରାଫିକ ପୋଲିସ ଚାଲାଣ କାଟିଥାନ୍ତି । ମଦ୍ୟପାନ କରି ଗାଡ଼ି ଚଳାଇବା, ସିଟ୍ ବେଲ୍ଟ ନ ପିନ୍ଧିବା, ଫୋନରେ କଥା ହୋଇ ଗାଡ଼ି ଚଳାଇବା ସମୟରେ ଧରାପଡ଼ିଲେ ମୋଟା ଅଙ୍କର ଜରିମାନା…

ଋଷ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର, ପୁତିନଙ୍କ ଯାତ୍ରା ନେଇ ପ୍ରସ୍ତୁତି ଉପରେ ଚର୍ଚ୍ଚା

ନୁଆଦିଲ୍ଲୀ,  ୭ା୪ (ଓଡିଶା ଭାସ୍କର) :, ସୋମବାର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ଋୁଷ ସମ୍ମିଳନୀକୁ ନେଇ ଋୁଷ୍ ବିଦେଶ ମନ୍ତ୍ରୀ ସର୍ଗେ ଲାବରୋବଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।ବିଦେଶ ମନ୍ତ୍ରୀ…

ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ସେୟାର ମାର୍କେଟ, ସେନସେକ୍ସ ୫୦୦ ଅଙ୍କ ଉପରେ

ମୁମ୍ବାଇ ,୭ା୪ : ସପ୍ତାହର ତୃତୀୟ ଦିନରେ ସେୟାର ମାର୍କେଟର ଅଙ୍କ ଦ୍ରୁତ ଗତିରେ ବଢୁଥିବାର ଦେଖିବାକୁ ମିଳିଛି । ଆଜି ସେନସେକ୍ସ ୫୦୦ ଅଙ୍କ ଅତିକ୍ରମ କରିଥିବା ଦେଖିବାକୁ ମିଳିଛି । ଆରବିଆଇ ପକ୍ଷରୁ ମୌଦ୍ରିକ ନୀତି  …

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ, ୭ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ୪% ଅପରିବର୍ତ୍ତିତ ରଖିଛି । ଆରବିଆଇର ଏହି ଘୋଷଣା ପରେ ବିଭିନ୍ନ ଋଣ ଉପରେ ସୁଧ କମିବ ନାହିଁ । ତେଣୁ ଗ୍ରାହକମାନେ ଏଥିରୁ କୌଣସି ଲାଭ ପାଇବାର…

କରୋନା ଠାରୁ ଅଧିକ ମାରାତ୍ମକ ବାର୍ଡ ଫ୍ଲୁ , ମଲେଣି ହଜାର ହଜାର ବିଦେଶୀ ପକ୍ଷୀ

ନୁଆଦିଲ୍ଲୀ,  ୭ା୪ (ଓଡିଶା ଭାସ୍କର) : ଗୋଟେ ପଟେ କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ପକ୍ଷୀ ମାନଙ୍କୁ ହନ୍ତସନ୍ତ କରିବାରେ ଲାଗିଛି । ବାର୍ଡ ଫ୍ଲୁର…

ଦେଶରେ ୬୩୦ ଜଣଙ୍କ ମୃତ୍ୟୁ, ୧ ଲକ୍ଷ ୧୫ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୭ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୬୩୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬ ହଜାର ୧୭୭କୁ ବୃଦ୍ଧି…