ପାକିସ୍ତାନ ନା ଭାରତ, କେଉଁ ଦେଶର ଶିକ୍ଷାମନ୍ତ୍ରୀ ଅଧିକ ଶିକ୍ଷିତ, ଜାଣନ୍ତୁ ଉଭୟଙ୍କ ଯୋଗ୍ୟତା
ଉଭୟ ଦେଶର ଶିକ୍ଷାମନ୍ତ୍ରୀଙ୍କ ମଧ୍ୟରୁ କିଏ ଅଧିକ ଶିକ୍ଷିତ?
ଓଡିଶାଭାସ୍କର: ଦେଶରେ ନିଟ୍ (NEET) ପେପର ଲିକ୍ ଘଟଣାକୁ ନେଇ ରାଜନୈତିକ ସରଗରମୀ ତୀବ୍ର ହୋଇଯାଇଛି। ଜନ୍ତର ମନ୍ତରରେ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନେ କକ୍ରୋଚ୍ ଜନତା ପାର୍ଟି (CJP) ନେତୃତ୍ୱରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି। ଏହାକୁ ନେଇ ଲଗାତାର ବିରୋଧ ପ୍ରଦର୍ଶନ ଜାରି ରହିଛି।
Uttarakhand Govt.

