fbpx

୨୨ ଦିନ ପାଇଁ ପାରାଦୀପ IOCL ସଟଡାଉନ୍

ପାରାଦୀପ,୧୮ ।୭(ଓଡିଶା ଭାସ୍କର): ଜଗତସିଂହପୁର ଜିଲ୍ଲା ପାରାଦୀପ IOCL ୨୨ ଦିନ ପାଇଁ ସଟଡାଉନ ରହିବ । ଜୁଲାଇ ୨୫ରୁ ଅଗଷ୍ଟ ୧୫ ତାରିଖ ଯାଏଁ ସଟଡାଉନ ପାଇଁ ନିଷ୍ପତ୍ତି ନିଆଯାଇଛି । ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ସଟଡାଉନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ IOCL ୨୨ ଦିନିଆ ସଟଡାଉନ କରାଯିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହ କମ୍ପାନୀ ଆଖପାଖରେ ୧୪୪ ଧାରା ଜାରି ହେବ । ଏନେଇ ଲୋକମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ କହିଛନ୍ତି ।

Get real time updates directly on you device, subscribe now.