fbpx

ଏହି ତାରିଖରେ ଜନ୍ମ ହୋଇଥିବା ଲୋକଙ୍କୁ ୨୮ ସେପ୍ଟେମ୍ବରରେ ମିଳିବ ଖୁସିଖବର: ଧନପ୍ରାପ୍ତି ହେବାର ରହିଛି ଯୋଗ

ଜ୍ୟୋତିଷଶାସ୍ତ୍ର ପରି ଅଙ୍କ ଜ୍ୟୋତିଷରୁ ମଧ୍ୟ ବ୍ୟକ୍ତିର ଭବିଷ୍ୟ, ସ୍ୱଭାବ ଓ ବ୍ୟକ୍ତିତ୍ୱ ବିଷୟରେ ଜଣାପଡିଥାଏ । ଯେଉଁପରି ପ୍ରତିଟି ନାମ ହିସାବରେ ରାଶି ରହିଛି, ସେହିପରି ପ୍ରତିଟି ନମ୍ବର ହିସାବରେ ଅଙ୍କ ଜ୍ୟୋତିଷରେ ନମ୍ବର ରହିଛି । ଅଙ୍କଶାସ୍ତ୍ର ଅନୁସାରେ, ଆପଣ ନିଜ ନମ୍ବର ବାହାର କରିବାକୁ ଆପଣ ନିଜ ନ୍ମ ତିଧି, ମାସ ଓ ବର୍ଷକୁ ଯୋଡିବ, ଓ ତାପରେ ଯେଉଁ ସଂଖ୍ୟା ଆସିବ, ତାହା ଆପଣଙ୍କ ମୂଲ୍ୟାଙ୍କ ହେବ । ଉଦାହରଣ ସ୍ୱରୂପ, ମାସର ୨ , ୧୧ ଓ ୨୦ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କର ମୂଲ୍ୟାଙ୍କ ହୋଇଥାଏ । ତେବେ ଆସନ୍ତୁ ଜାଣିବା ୧୨୮ ସେପ୍ଟେମ୍ବର କେଉଁ ଲୋକଙ୍କ ପାଇଁ ଲାଭଦାୟକ ହେବ…

ମୂଲ୍ୟାଙ୍କ ୭:-

-ଧନ ମିଳିବ ।
-ଦିଆ-ନିଆ ମାମଲାକୁ ପ୍ରଥମେ ସାମାଧାନ କରନ୍ତୁ ।
-କାର୍ଯ୍ୟକ୍ଷେତ୍ରରେ ଆଶାଠାରୁ ଅଧିକ ସଫଳତା ମିଳିବ ।
-କଳା ପ୍ରତି ଆଗ୍ରହ ବଢ଼ିବ ।
-ବ୍ୟବସାୟ ପାଇଁ ସମୟ ଭଲ ରହିବ ।
-ଆପଣ ଆର୍ôଥକ ଲାଭ କରିବେ ବୋଲି ଆଶା କରାଯାଉଛି ।
-ଆପଣ କିଛି ଭଲ ଖବର ପାଇପାରନ୍ତି ।

ମୂଲ୍ୟାଙ୍କ ୮:-

-ବ୍ୟବସାୟ ସମ୍ବନ୍ଧରେ ଆପଣଙ୍କର ଆର୍ôଥକ ସଙ୍କଟ ଦୂର ହେବ ।
-ଆପଣ କିଛି ଭଲ ଖବର ପାଇପାରନ୍ତି ।
-ଆପଣ ପରିବାର ସହିତ ବୁଲିବାକୁ ବାହାରକୁ ଯାଇପାରନ୍ତି ।
-ସମ୍ମାନ ବୃଦ୍ଧି ପାଇବ, ଅଧିକାରୀମାନେ ଖୁସି ହେବେ ।

ମୂଲ୍ୟାଙ୍କ ୯:-

-ଆପଣଙ୍କ ମାନ-ସମ୍ମାନ ବଢ଼ିବ ।
-ସ୍ୱାସ୍ଥ୍ୟ ଭଲ ରହିବ ।
-ବ୍ୟବସାୟରେ ନୂଆ ଦିଗ ଉପରେ ଧ୍ୟାନ ଦିଅନ୍ତୁ ।
-ଏହି ସପ୍ତାହ ବ୍ୟବସାୟ ପାଇଁ ଭଲ ରହିବ ।
-ଆପଣ କୌଣସି ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି ।
-କର୍ମକ୍ଷେତ୍ରରେ ଏକ ଭଲ ପରିବେଶ ରହିବ । ଅଟକି ଯାଇଥିବା ଟଙ୍କା ପାଇପାରନ୍ତି ।

Get real time updates directly on you device, subscribe now.