fbpx

ପୁଣି ବଢିଲା ତେଲଦର, ଜାଣନ୍ତୁ କେତେ

ଭୁବନେଶ୍ୱର, ୨୬/୬(ଓଡିଶା ଭାସ୍କର): ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପୁଣିଥରେ ଆଜି ତେଲ ଦର ବଢିଥିବା ନେଇ ସୂଚନା ରହିଛି।  ଡିଜେଲରେ ୨୧ ଓ ପେଟ୍ରୋଲ ଲିଟର ପିଛା ୧୭ ପଇସା ବଢି ଥିବା ଜଣାପଡିଛି। ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ୮୦ ଟଙ୍କା ଟପିଛି। କ୍ରମାଗତ ଭାବେ ୨୦ ଦିନ ହେବ  ଲଗାତାର ଭାବେ ତେଲଦର ବୃଦ୍ଧି ପାଇବାରେ ଲାଗିଛି।

Get real time updates directly on you device, subscribe now.