fbpx

ଆଜିଠୁ ରାଉରକେଲା ଆଇଜିଏଚରେ କାର୍ଯ୍ୟକ୍ଷମ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର,୩୧/୭(ଓଡିଶା ଭାସ୍କର):  ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଶା ବଢ଼ାଇଛି ପ୍ଲାଜମା ଥେରାପି । ପ୍ଲାଜମା ଥେରାପି ଦ୍ୱାରା କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ତେଣୁ ଭିନ୍ନ ଭିନ୍ନ ହସ୍ପିଟାଲ ରେ ପ୍ଲାଜମା ଥେରାପି ଆରମ୍ଭ କରାଯାଉଛି। ଏହାରି ମଧ୍ୟରେ ଆଜିଠୁ ରାଉରକେଲା ଆଇଜିଏଚରେ କାର୍ଯ୍ୟକ୍ଷମ ହେବ ପ୍ଲାଜମା ଥେରାପି । ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Get real time updates directly on you device, subscribe now.