fbpx

କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ । ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ କ୍ୱାର୍ଟରରେ ପହଞ୍ଚିଛନ୍ତି । ପ୍ରି-କ୍ୱାର୍ଟରକୁ ସିଧାସଳଖ ସେଟରେ ଜିତିଛନ୍ତି ସିନ୍ଧୁ । ପ୍ରି-କ୍ୱାର୍ଟରକୁ ୨୧-୧୫, ୨୧-୧୩ରେ ସିନ୍ଧୁ ଜିତିଛନ୍ତି । ଡେନମାର୍କର ମିଆ ବ୍ଲିଚିଫେଲ୍ଟଙ୍କୁ ହରାଇଛନ୍ତି ସିନ୍ଧୁ ।

Get real time updates directly on you device, subscribe now.