ବଳଲିଲା ରାଜଭବନ ନାଁ; ବିଜ୍ଞପ୍ତି ଆଧାରରେ ଘୋଷଣା ହେଲା ନୂଆ ନାମ, ରାଜଭବନ ନାଁ ବଦଳି ଲୋକଭବନ ହେଲା…
ରାଜଭବନ ଏବେ ଲୋକଭବନ...
ଓଡିଶା ଭାସ୍କର: ବଦଳିଲା ରାଜଭବନ ନାଁ। ପୁରୀ ଏବଂ ଭୁବନେଶ୍ବରରେ ଥିବା ରାଜଭବନର ନାଁ ବଦଳାଗଲା। ଭୁବନେଶ୍ବର ରାଜଭବନ ନାଁ ବଦଳାଇ ରଖାଗଲା ଲୋକଭବନ, ଭୁବନେଶ୍ବର। ସେହିପରି ପୁରୀ ରାଜଭବନ ନାଁ ବଦଳାଇ ଲୋକଭବନ, ପୁରୀ ରଖାଯାଇଛି।କେନ୍ଦ୍ର ଗୃହମନ୍ତ୍ରଣାଳୟ ବିଜ୍ଞପ୍ତି ଆଧାରରେ ଏହି ନିଷ୍ପତ୍ତି ନେଇଛି।
ରାଜଭବନ ନାଁ ବଦଳାଇ ଲୋକଭବନ ରଖାଗଲା। ପୁରୀ ଏବଂ ଭୁବନେଶ୍ବରରେ ଥିବା ରାଜଭବନର ନାମ ବଦଳା ଯାଇଛି। ବିଜ୍ଞପ୍ତି ମାଧ୍ୟମରେ ଏହା ପ୍ରକାଶ କରାଯାଇଛି। ବନେଶ୍ବର ରାଜଭବନ ନାଁ ବଦଳାଇ ରଖାଗଲା ଲୋକଭବନ, ଭୁବନେଶ୍ବର। ସେହିପରି ପୁରୀ ରାଜଭବନ ନାଁ ବଦଳାଇ ଲୋକଭବନ, ପୁରୀ ରଖାଗଲା।
