fbpx

ବାଲେଶ୍ୱରରୁ ବିରଳ ବଜ୍ରକାପ୍ତା ଉଦ୍ଧାର

ବାଲେଶ୍ୱର, ୧୭ ।୧୦(ଓଡିଶା ଭାସ୍କର) : ବାଲେଶ୍ୱର ଜିଲ୍ଲାର ଔପଦାର ଦାରିପୋଖରୀ ଗାଁ ନିକଟରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଦାରିପୋଖରୀ ଗାଁ ନିକଟରେ ଥିବା ପୀଡ଼ାକଟା କେନାଲ ନିକଟରୁ ଏହି ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ସୂଚନା ମିଳିଛି । ୩ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର କରିଛନ୍ତି ସୋର ଫରେଷ୍ଟ ଗାର୍ଡ ପ୍ରଦୀପ କୁମାର ରାଉତ । ସେ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିବା ପରେ ସୋର ବନ୍ୟପ୍ରାଣୀ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।

Get real time updates directly on you device, subscribe now.