fbpx

ପୁରୀରେ ଆସନ୍ତା କାଲିଠାରୁ ରଥ ଖୋଲା କାର୍ଯ୍ୟ ଆରମ୍ଭ

ପୁରୀ, ୨୮ା୭(ଓଡ଼ିଶା ଭାସ୍କର): ଚଳିତବର୍ଷ ୩ ରଥର ସଂରକ୍ଷଣ ପାଇଁ ପୁରୀରେ ଆସନ୍ତକ।।ଲିଠାରୁ ରଥଖୋଲା କାର୍ଯ୍ୟ ଆରମ୍ଭ ହେବ । ସେବକ ଓ ପରିଚାଳନା କମିଟି ସଦସ୍ୟଙ୍କ ତତ୍ତ୍ୱାବଧାନରେ ଏହି କାମ ହେବ । ମାସେ ଧରି ରଥଖୋଲା ଚାଲିବା ସହ ସ୍ଥାନାନ୍ତରଣ ଓ ରଥଯୋଡ଼ା କାମ ମଧ୍ୟ ହେବ । ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଭୋଇ ସେବକ ମାନେ ଖୋଲିବେ । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ୩ରଥ ରହିବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.