fbpx

ରେପୋ ରେଟ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୪ ।୧୨: ରେପୋରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ । ଏହା ସହ ଆରବିଆଇ ରିଭର୍ସ ରେପୋରେଟ ବି ଅପରିବର୍ତ୍ତିତ ରଖିଛି । ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ନେଇ ନିଷ୍ପତ୍ତି ନିଆଯାଇଛି । ରିଭର୍ସ ରେପୋରେଟ ୩.୫% ବ୍ୟାଙ୍କ ସୁଧ ୪.୨୫%ରେ ଅପରିବର୍ତ୍ତିତ ରହିବ । ୨୦୨୧ରେ ଅଭିବୃଦ୍ଧି ହାର ୭.୫% ହ୍ରାସ ପାଇବ । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ତେବେ ଚଳିତ ବର୍ଷ ଜିଡିପି ଗ୍ରୋଥ ୭.୫% ରହିବା ନେଇ ଆକଳନ ହୋଇଛି ।

Get real time updates directly on you device, subscribe now.