fbpx

ଆଇପିଏସ ବସନ୍ତ ରଥ ସସପେଣ୍ଡ

ଜାମ୍ମୁକାଶ୍ମୀର, ୮ା୭: ଜାମ୍ମୁକାଶ୍ମୀରରେ ଅବସ୍ଥାପିତ ଆଇପିଏସ ବସନ୍ତ ରଥ ଆଜି ସସପେଣ୍ଡ ହୋଇଛନ୍ତି । ସେ ପଦବୀର ଅପବ୍ୟବହାର ଓ ଅଶୋଭବନୀୟ ଆଚରଣ କରିଥିବା ପାଇଁ ସସପେଣ୍ଡ ହୋଇଥିବା ସୂଚନା ମିଳିଛି । ନିଲମ୍ବିତ ଅବଧିରେ ଜମ୍ମୁ କାଶ୍ମୀରରେ ବସନ୍ତ ରହିବେ । ଡିଜିପିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି କୁଆଡ଼େ ଯାଇପାରିବେ ନାହିଁ । ସେ ଏହିପରି କାର୍ଯ୍ୟକଳାପ କରିଥିବାରୁ ତାଙ୍କ ଉପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.