କରୋନା ସାବଧାନତାକୁ ନେଇ ଓଡିଆରେ କହିଲେ ସଲମାନ ଖାନ୍, ଦେଖନ୍ତୁ

0 452

ଭୁବନେଶ୍ୱର,୨୫ ।୩(ଓଡିଶା ଭାସ୍କର): ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ଦିନକୁ ଦିନ ବଢିଚାଲିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୫୮୭ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଓଡିଶାରେ ୨ ଜଣ ଚିହ୍ନଟ ହୋଇଛନ୍ତି । ଏହାରି ମଧ୍ୟରେ ବଲିଉଡ୍ ଦବଙ୍ଗ ଅଭିନେତା ସଲମାନ ଖାନ୍ ଓଡିଶାବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି । ସବୁଠୁ ବଡ କଥା ହୋଇଛି ଯେ, ସଲମାନ ଖାନ୍ ଏହି ବାର୍ତ୍ତାକୁ ଓଡିଆରେ କହିଛନ୍ତିି । ସରକାରଙ୍କ ପକ୍ଷରୁ ସୋସିଆଲ ମିଡିଆରା ଏହି ଭିଡିଓ ସେୟାର କରାଯାଇଛି । ତେବେ ଆସନ୍ତୁ ଦେଖିବା ଏହି ଭିଡିଓଟିକୁ….

Leave A Reply

Your email address will not be published.