fbpx

ଆଇସିସି ଅଧ୍ୟକ୍ଷ ପଦ ଛାଡ଼ିଲେ ଶଶାଙ୍କ ମନୋହର

ନୂଆଦିଲ୍ଲୀ, ୧ା୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ଶଶାଙ୍କ ମନୋହର । ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଯାଏ ଦାୟିତ୍ୱ ତୁଲାଇବେ ଉପାଧ୍ୟକ୍ଷ ଇମାମ ଖ୍ୱାଜା । ଅଧ୍ୟକ୍ଷ ନିର୍ବାଚନକୁ ଆସନ୍ତା ସପ୍ତାହ ସୁଦ୍ଧା ଆଇସିସି ପକ୍ଷରୁ ଅନୁମୋଦନ ମିଳିପାରେ ବୋଲି ସୂଚନା ମିଳିଛି । ।

Get real time updates directly on you device, subscribe now.